Browsing Tag

odisha latest

କଦଳୀ ବୋଝେଈ ଟ୍ରକରୁ କୋଟିଏ ଟଙ୍କାରୁ ଅଧିକ ଗଞ୍ଜେଇ ଜବତ, ୨ ଗିରଫ

କୋରାପୁଟ: କଦଳୀ ବୋଝେଈ ଟ୍ରକରୁ କୋଟିଏ ଟଙ୍କାରୁ ଉଦ୍ଧ୍ୱର୍ର ଗଞ୍ଜେଇ ଜବତ । କୋରାପୁଟ ଜିଲ୍ଲା ସୁନାବେଡ଼ା ଥାନା ମୋହନ ପଡ଼ାରୁ ୧୨ କ୍ୱାଣ୍ଟାଲରୁ  ଉର୍ଦ୍ଧ୍ୱ ଗଞ୍ଜେଇ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛି ସୁନାବେଡା ପୋଲିସ । ଗିରଫମାନେ ହେଲେ ଝାଡ଼ଖଣ୍ଡ ବୋକାର ଅଞ୍ଚଳର ରମନ କୁମାର ରାଉତ ଓ…

ପୁରୀ-ଇନ୍ଦୋର-ପୁରୀ ବିଶେଷ ଟ୍ରେନ ପୁନଃ ଚଳାଚଳ

ଭୁବନେଶ୍ୱର : ପୁରୀ-ଇନ୍ଦୋର-ପୁରୀ ବିଶେଷ ଟ୍ରେନ ପୁନଃ ଚଳାଚଳ  ହେବ । କରୋନା ସ୍ଥିତିରେ ସାମାନ୍ୟ ସୁଧାର ଆସିବା ପରେ ରେଳ ମନ୍ତ୍ରଣାଳୟ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଖରାପ ପୃଷ୍ଠପୋଷକତା ହେତୁ ମଇ ମାସ ପ୍ରଥମ ସପ୍ତାହରୁ ଏହି ଟ୍ରେନ ସେବାକୁ ବାତିଲ କରାଯାଇଥିଲା । ୦୯୩୭୧/୦୯୩୭୨…

ଝାରସୁଗୁଡାର ମଙ୍ଗଳବଜାରେ ଏକ ଟିକାକରଣ କେନ୍ଦ୍ରକୁ ସ୍ୱାସ୍ଥ୍ୟମନ୍ତ୍ରୀ ଉଦଘାଟନ କଲେ

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ମଙ୍ଗଳବଜାରର ମଦ୍‌ରାସାରେ ଥିବା ଟିକାକରଣ କେନ୍ଦ୍ରକୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଉଦ୍‌ଘାଟନ କରିଛନ୍ତି । ଲୋକଙ୍କୁ ଟିକା ପ୍ରଦାନ ପାଇଁ ଖିଦମଦ କମିଟି ପକ୍ଷରୁ ଆରମ୍ଭ କରାଯାଇଥିବା ଏହି ଟାକାକରଣ କେନ୍ଦ୍ରର ପ୍ରଶଂସା କରିଛନ୍ତି ଶ୍ରୀ ଦାସ ।…

ଜଗତସିଂହପୁରରୁ ଗ୍ରାମ ବ୍ରାଉନସୁଗର ଜବତ ,ଜଣେ ଗିରଫ

ଜଗତସିଂହପୁର:  ଜଗତସିଂହପୁର ଥାନା ଅଧୀନ ମାର୍କଣ୍ଡପୁର ଗ୍ରାମରୁ ୨୪.୨୦ ଗ୍ରାମ ବ୍ରାଉନସୁଗାର ଜବତ । ଏଥିସହ ଘଟଣାରେ ଜଣକୁ ଗିରଫ କରିବା ସହ ନଗଦ ୫୯ ହଜାର ୯୪୦ ଟଙ୍କା ଓ ମୋବାଇଲ  ଫୋନ ଜବତ କରିଛି ପୋଲିସ । ଘଟଣାସ୍ଥଳରୁ ମୁଖ୍ୟ ଅଭିଯୁକ୍ତ ଫେରାର । ସୂଚନାଯୋଗ୍ୟ ଜଗତସିଂହପୁର ଥାନା ଅଧୀନ…

ଆଜି ଓଡିଶାରୁ ୩ ହଜାର ୨୩୩ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ଓଡିଶାରେ ଧିରେ ଧିରେ ତଳ ମୁହାଁ ହେଉଛି କୋରାନା ଗ୍ରାଫ୍। ହେଲେ ବଢୁଛି ସୁସ୍ଥଙ୍କ ସଂଖ୍ୟା । ଆଜି ରାଜ୍ୟରୁ ଆଉ ୩ ହଜାର ୨୩୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । Another 3233 Covid patients…

ସ୍ୱାଭିମାନ ଅଞ୍ଚଳରୁ ଟିଫିନ ବୋମା ଜବତ

ମାଲକାନଗିରି: ମାଲକାନଗିରି ସ୍ୱାଭିମାନ ଅଞ୍ଚଳରୁ ଟିଫିନ ବୋମା ଜବତ। ସ୍ୱାଭିମାନ ଅଞ୍ଚଳରେ ବିଏସଏଫ ଓ ଏସଓଜିର ମିଳିତ ତଲାସି ଅଭିଯାନ ବେଳେ ୨ଟି ଟିଫିନ ବୋମା ସହ ବିପୁଳ ମାଓ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ସ୍ୱାଭିମାନ ଅଞ୍ଚଳର କେନ୍ଦୁଗୁଡ଼ା ଗାଁ ନିକଟରୁ ଏହି ଟିଫିନ ବୋମା ଜବତ କରାଯାଇଛି।…

ହରିଣ ମାରି ଭୋଜି କରିବା ଘଟଣାରେ ଜଣେ ଗିରଫ

ଚୌଦ୍ଵାର : ଫିକା ପଡିଗଲା ରଜ ମଉଜ। ହରିଣ ମାରି ଭୋଜି କରିବା ବେଳେ କାବୁ କଲେ ଗ୍ରାମବାସୀ। ଡମଣୀ ନିକଟସ୍ଥ ମଇଁଷାଲଣ୍ଡା ଗ୍ରାମରେ ଏଭଳି ଘଟଣା ଘଟିଛି। ଏଥିରେ ଜଣଙ୍କୁ ଗିରଫ କରିଛି ବନ ବିଭାଗ। ସୂଚନାନୁଯାୟୀ, ଡମଣୀ ନିକଟସ୍ଥ ମଇଁଷାଲଣ୍ଡା ଗ୍ରାମରେ କିଛି ଲୋକ ରଜ ଭୋଜି ପାଇଁ ହରିଣ ଶିକାର…

ବିଦ୍ୟୁତ ସଂସ୍ପର୍ଶରେ ଆସି ମହିଳା ମୃତ

ଧର୍ମଗଡ଼: ବିଦ୍ୟୁତ ସଂସ୍ପର୍ଶରେ ଆସି ମହିଳା ମୃତ । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କେଗାଁ ଥାନା ସାନଚେରଗାଁ ଗ୍ରାମରେ ସୋମବାର ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କ ମୃତ୍ୟୁ ଘଟଛି । ମୃତ ମହିଳା ଜଣଙ୍କ ହେଉଛନ୍ତି ସନ୍ତୋଷ ହରିଜନଙ୍କ ସ୍ତ୍ରୀ ସବିତା ହରିଜନ । ସେ ଗାଧୋଇ ସାରି…

ମାଛ ଧରିବାକୁ ଯାଇ ମହିଳାଙ୍କୁ କୁମ୍ଭୀର ଟାଣି ନେଲା

ରାଜନଗର: ଭିତରକନିକା ଜାତୀୟ ଉଦ୍ୟାନରେ ଅଭାବନୀୟ ଘଟଣା । ମାଛ ଧରିବାକୁ ନଦୀପାର ହେଉଥିବା ବେଳେ ଜଣେ ମହିଳାଙ୍କୁ ପାଣି ଭିତରକୁ ଟାଣି ନେଇଛି କୁମ୍ଭୀର । ମହିଷାମୁଣ୍ଡା ଫରେଷ୍ଟ ବ୍ଲକ ନିକଟ ନଦୀରେ ମାଛ ଧରିବାକୁ ଯାଇ ନଦୀପାର ହେଉଥିଲେ ଭେକ୍ଟା ଗାଁର ଉମାରାଣୀ ପରିଡା । ତେବେ ତାଙ୍କୁ…

୪ କେଜିରୁ ଉର୍ଦ୍ଧ୍ୱ ବଜ୍ରକାପ୍ତା ଖୋଳପା ଜବତ, ଜଣେ ଗିରଫ

ମୟୂରଭଞ୍ଜ : ଏସଟିଏଫ୍ କବଜାରେ ବଜ୍ରକାପ୍ତା ବ୍ୟବସାୟୀ। ବାରିପଦାରୁ ବଜ୍ରକାପ୍ତା ଖୋଳପା ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ଏସଟିଏଫ୍ ଟିମ । ୪ କେଜି ୮୨୦ ଗ୍ରାମର ବଜ୍ରକାପ୍ତା ଖୋଳପା ଜବତ ହୋଇଛି। ସୂଚନାନୁଯାୟୀ ମୟୂରଭଞ୍ଜ ଜିଲ୍ଲା ବାରିପଦା ଫରେଷ୍ଟ ଡିଭିଜନ ବାଲିଚୁଆ ଗ୍ରାମରେ ଏସଟିଏଫ…
ବ୍ରେକିଂ