Browsing Tag

Odisha Police

କୋଭିଡ ନିୟମ ଉଲ୍ଲଂଘନକାରୀଙ୍କଠାରୁ ୨୨ ଲକ୍ଷରୁ ଉର୍ଦ୍ଧ୍ୱ ଜରିମାନା ଆଦାୟ

ଭୁବନେଶ୍ୱର: କୋଭିଡ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଓଡିଶା ପୋଲିସର କାର୍ଯ୍ୟାନୁଷ୍ଠାନ । ତେବେ ଗତ ୨୪ ଘଣ୍ଟା ମଧ୍ୟରେ କୋଭିଡ ଏନଫୋର୍ସମେଣ୍ଟ ଡ୍ରାଇଭ୍ ଜରିଆରେ ରାଜ୍ୟରେ କୋଭିଡ ନିୟମ ଅବମାନନା କରୁଥିବା ଲୋକଙ୍କ ଠାରୁ ୨୨,୫୫,୦୫୦ ଟଙ୍କା ଜରିମାନା ଆଦାୟ କରାଯାଇଛି । ଏନେଇ ଓଡିଶା ପୋଲିସ…

ବାଲେଶ୍ୱରରୁ ୨ଶହ ଗ୍ରାମ ବ୍ରାଉନସୁଗର ଜବତ,ଜଣେ ଗିରଫ

ଜଳେଶ୍ୱର :  ବାଲେଶ୍ୱର ଜିଲ୍ଲା ଜଳେଶ୍ଵରର ଚାଲନ୍ତି ଅଞ୍ଚଳରୁ ୨ଶହ ଗ୍ରାମ ବ୍ରାଉନସୁଗର ଜବତ । ଘଟଣାରେ ଜଣକୁ ଗିରଫ କରିବା ସହ ଗୋଟିଏ ବାଇକ ଜବତ କରିଛି ଅବକାରୀ ବିଭାଗ । ତେବେ ଜବତ ବ୍ରାଉନସୁଗରର ମୂଲ୍ୟ କୋଡିଏ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଗିରଫ ଯୁବକ ଜଣଙ୍କ ହେଲେ ମୟୁରଭଞ୍ଜ…

ଓଡ଼ିଶା ପୋଲିସରେ କିନ୍ନରଙ୍କୁ ନିଯୁକ୍ତି ମିଳିବ

ଭୁବନେଶ୍ୱର: କିନ୍ନରଙ୍କ ପାଇଁ ଖୁସି ଖବର । ଏଥର ଓଡ଼ିଶା ପୋଲିସରେ କିନ୍ନର ନିଯୁକ୍ତି ପାଇପାରିବେ । ୪୭୭ ସବ ଇନ୍ସପେକ୍ଟର ପଦବୀ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ଜୁଲାଇ ୧୫ ସୁଦ୍ଧା ଆବେଦନ କରିବାକୁ ସମୟ ଧାର୍ଯ୍ୟ ହୋଇଛି । ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବିଭିନ୍ନ କିନ୍ନର…

ଦୁଇ ମାସରେ ଅମାନିଆଙ୍କ ଠାରୁ ସାଢ଼େ ୧୪ କୋଟି ଆଦାୟ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟରେ ଲକଡାଉନ ଓ ସପ୍ତାହାନ୍ତ ସଟଡାଉମ ଜାରି ରହିଛି । ତେବେ ଏହି ଲକଡାଉନକୁ କିଛି ଲୋକେ ଅବମାନନା କରୁଥିବା ଦେଖିବାକୁ ମିଳିଛି । ତେବେ ଅମାନିଆଙ୍କଠାରୁ ଗତ ୨ ମାସ ମଧ୍ୟରେ ସାଢ଼େ ୧୪ କୋଟି ଜୋରିମାନା ଆଦାୟ କରାଯାଇଛି  । ଏନେଇ…

ରାଜ୍ୟ ପୋଲିସର ୪ ଡିଏସପି ଅତିରିକ୍ତ ଏସପି ପାହ୍ୟାକୁ ପଦୋନ୍ନତି

ଭୁବନେଶ୍ୱର: ରାଜ୍ୟ ପୋଲିସର ୪ ଡିଏସପିଙ୍କୁ  ଅତିରିକ୍ତ ଏସପି ପାହ୍ୟାକୁ ପଦୋନ୍ନତି କରାଯାଇଛି। ଏନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ସୂଚନା ଅନୁଯାୟୀ ଅର୍ଥନୈତିକ ଅପରାଧିକ ଶାଖାର ଡିଏସପି ଦିଲ୍ଲୀପ କୁମାର ତ୍ରିପାଠୀ ପଦୋନ୍ନତି ପାଇ ଅତିରିକ୍ତ ଏସପି,…

ରାଜଧାନୀରେ ଅମାନିଆଙ୍କଠାରୁ ୨୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜରିମାନା ଆଦାୟ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣରେ ବ୍ରେକ ଲାଗୁନି । ତେଣୁ ସଂକ୍ରମଣ ଏଡାଇବା ପାଇଁ ସରକାର ଲଡଡାଉନ ଓ ସାପ୍ତାହିକ ସଟଡାଉନ ଘୋଷଣା କରିଛନ୍ତି । ତଥାପି କିଛି ଅମାନିଆ ଏହାକୁ ଅବମାନନା କରି ବେଫିକର ଭଳି ବୁଲୁଛନ୍ତି । ତେବେ ରାଜଧାନୀ ଭୁବନେଶ୍ୱରରେ ଅମାନିଆଙ୍କୁ ୨୦ ଲକ୍ଷ ୫୬ ହଜାର…

ଟ୍ୱିନ୍ ସିଟିରେ ୨୧୦ ପୁଲିସ କର୍ମଚାରୀ କରୋନା ସଂକ୍ରମିତ

ଭୁବନେଶ୍ଵର : ରାଜ୍ୟରେ ଦିନକୁ ଦିନ ଉପରମୁହାଁ ହେବାରେ ଲାଗିଛି ମହାମାରୀ କରୋନା । ଏହି ମାରାତ୍ମକ ଲକ୍ଷଣ କେତେବେଳେ କାହାକୁ ଗ୍ରାସ କରୁଛି ତାହା କହି ହେଉନି । ତେବେ ଏହା ଟ୍ୱିନ୍ ସିଟି ପୁଲିସ ଶିବିରରେ ପ୍ରବେଶ କରିଛି।  କଟକ ଓ ଭୁବନେଶ୍ୱରରେ ନିୟୋଜିତ ୨୧୦ଜଣ ପୁଲିସ କର୍ମଚାରୀ ଏବେ କରୋନା…

ଅମାନିଆଙ୍କଠାରୁ ୨୫ ଲକ୍ଷରୁ ଅଧିକ ଟଙ୍କାର ଫାଇନ ଆଦାୟ

ଭୁବନେଶ୍ୱର: ରାଜ୍ୟରେ କରୋନା ଗ୍ରାଫରେ ବ୍ରେକ ଲାଗୁନି । ଏଥିଲାଗି ସରକାର ସଂକ୍ରମଣ ହ୍ରାସ କରିବାକୁ  ବିଭିନ୍ନ ପ୍ରକାର ପନ୍ଥା ଅବଲମ୍ବନ କରୁଛନ୍ତି । ହେଲେ ଅମାନିଆମାନେ ଏହାକୁ ଅବମାନନା କରି ଗଳା ବାଟ ଦେଇ ଯିବା ଲାଗି ଚେଷ୍ଟା କରୁଛନ୍ତି । ଫଳରେ ଏମାନଙ୍କୁ ସାବଡା କରିବା ଲାଗି ମୋଟ ୧୩୬…

କୋଭିଡ ଉଲ୍ଲଂଘନଙ୍କଠାରୁ ୨୪ ଲକ୍ଷ ୯୧ ହଜାର ୩୦୦ ଟଙ୍କା ଜରିମାନା ଆଦାୟ

କଟକ : ରାଜ୍ୟରେ କରୋନାକୁ ମାତ୍ ଦେବା ପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛନ୍ତି । ସରକାରଙ୍କ ନିର୍ଦେଶନୁଯାୟୀ କୋଭିଡ୍‌ କଟକଣା ଉଲ୍ଲଙ୍ଘନ ଦିଗରେ ପୁଲିସର ସ୍ପେଶାଲ ଡ୍ରାଇଭ୍‌ ମଧ୍ୟ କଡାକଡି କରାଯାଇଛି । ତଥାବି ଲୋକମାନେ ଏହାକୁ ଖାତିରି ନକରି ବେଫିକର ହୋଇ ବୁଲୁଛନ୍ତି । ଫଳରେ…

୩୦ ଜଣ ପୋଲିସ କର୍ମଚାରୀଙ୍କୁ ସେବା ପଦକ ପ୍ରଦାନ

ମାଲକାନଗିରି : ମାଲକାନଗିରି ଗସ୍ତରେ ପୋଲିସ ମହାନିର୍ଦେଶକ ଅଭୟ । ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଜିଲ୍ଲାର ୩୦ ଜଣ ପୋଲିସ କର୍ମଚାରୀଙ୍କୁ ପୋଲିସ ସେବା ପଦକ ପ୍ରଦାନ କରିଥିଲେ । ମାଲକାନଗିରି ସଦରମହାକୁମା ସ୍ଥିତ ସଂସ୍କୃତି ଭବନରେ  ଯୋଗଦେଇ ମହାମାରୀ କରୋନା ସଂକ୍ରମଣ ଏବଂ ନକ୍ସଲ ଦମନ…
ବ୍ରେକିଂ