Browsing Tag

pari murder case

ଏପ୍ରିଲ୧୯ରେ ସୁପ୍ରିମକୋର୍ଟରେ ପରୀ ମାମଲା ଶୁଣାଣୀ

ଭୁବନେଶ୍ୱର: ନୟାଗଡ଼ ପରୀ ମୃତ୍ୟୁ ମାମଲାର ଶୁଣାଣି ଆସନ୍ତା ୧୯ ତାରିଖରେ ସୁପ୍ରିମକୋର୍ଟରେ ହେବ। ମାମଲାର ସିବିଆଇ ତଦନ୍ତ ଦାବି କରି ପରୀ ମା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାରେ ରାଜ୍ୟ ସରକାର ଜବାବ ଦାଖଲ କରିବା ପରେ ସୁପ୍ରିମକୋର୍ଟ ତାଙ୍କ ନିଷ୍ପତ୍ତି ଶୁଣାଇବେ।…

ପରୀ ହତ୍ୟା ମାମଲା: ନୟାଗଡ଼ ଚିଲଡ୍ରେନ୍‌ କୋର୍ଟରେ ଚାର୍ଜସିଟ୍ ଦାଖଲ

ନୟାଗଡ଼: ବହୁ ଚର୍ଚ୍ଚିତ ନୟାଗଡ ଯଦୁପୁର ପରୀ ହତ୍ୟା ମାମଲାର ଚାର୍ଜସିଟ ଦାଖଲ ହୋଇସାରିଛି । ନୟାଗଡ଼ ଚିଲଡ୍ରେନ୍‌ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି SIT । କୋର୍ଟରେ ୩୮୨ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରାଯାଇଛି । ପୀଡ଼ିତାଙ୍କ ଫ୍ରକ୍‌ ଉପର ପାର୍ଶ୍ୱରୁ ପୁରୁଷ ସିମେନ ମିଳିଥିବା ରିପୋର୍ଟରେ…

ନ୍ୟାୟ ପାଇଁ ପରୀ ମା’ ଗଲେ ସୁପ୍ରିମକୋର୍ଟ

ନୟାଗଡ: ନ୍ୟାୟ ପାଇଁ ସୁପ୍ରିମକୋର୍ଟ ଗଲେ ପରୀର ମା । ନୟାଗଡ ଯଦୁପୁର ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମାଲାରେ ନୂଆ ମୋଡ ଆସିଛି । ଏପଟେ ପରୀ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତକୁ ଏସଆଟି ଗିରଫ କରିଥିବା ବେଳେ, ସେପଟେ ପରୀର ମା' ଏସଆଟିର ତଦନ୍ତରେ ଆଶଙ୍କା ପ୍ରକାଶ କରି ସୁପ୍ରିମକୋର୍ଟର…

ପରୀ ହତ୍ୟା ମାମଲା: ବ୍ରେନ ମ୍ୟାପିଂ ପାଇଁ ମନା କଲା ଅଭିଯୁକ୍ତ

ନୟାଗଡ: ବ୍ରେନ ମ୍ୟାପିଂ ପାଇଁ ମନା କଲା ଅଭିଯୁକ୍ତ । ନୟାଗଡ ଯଦୁପୁରର ପରୀ ପତ୍ୟା ମାମଲାରେ ଗିରଫ ଅଭିଯୁକ୍ତ ବ୍ରେନ ମ୍ୟାପିଂ ପାଇଁ ଅରାଜି ହେଇଛି । ଆଜି ନୟାଗଡ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ଏନେଇ ଶୁଣାଣି ଚାଲିଥିବା ବେଳେ ବ୍ରେନ ମ୍ୟାପିଂ ପାଇଁ ଅଭିଯୁକ୍ତ ମନା କରିଥିବା ଜଣା ପଡିଛି  ।…

ପରି ହତ୍ୟା ମାମଲାରେ ସିବିଆଇ ତଦନ୍ତ ଦାବି କଲା କଂଗ୍ରେସ

ନୟାଗଡ: ନୟାଗଡ ପରୀ ହତ୍ୟା ମାମଲାରେ କଂଗ୍ରେସର ସିବିଆଇ ତଦନ୍ତ ଦାବି।  ନୟାଗଡ ଜିଲ୍ଲା କଂଗ୍ରେସ ସଭାପତି ରଞ୍ଜିତ ଦାସ ପରୀ ହତ୍ୟା ମାମଲାର ସିବିଆଇ ତଦନ୍ତ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଦାଵି ପତ୍ର ପ୍ରଦାନ କରିଛନ୍ତି। ପରୀ ମା' ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି କରି…

ପରୀ ହତ୍ୟା ମାମଲା: ନାର୍କୋ ଆନାଲିସିସ ଟେଷ୍ଟ ପାଇଁ ମନା କଲା ଅଭିଯୁକ୍ତ

ନୟାଗଡ଼: ନୟାଗଡ଼ ପରୀ ହତ୍ୟା ମାମଲାରେ ନାର୍କୋ ଆନାଲିସିସ ଟେଷ୍ଟ ପାଇଁ ରାଜି ହେଲା ନାହିଁ ଅଭିଯୁକ୍ତ । ଏନେଇ ଅଭିଯୁକ୍ତ ନାବାଳକ ଜଣଙ୍କ ଜୁଭେନାଇଲ ଜଷ୍ଟିସ ବୋର୍ଡକୁ ଲିଖିତ ଭାବେ ଜଣାଇଛି । ନାର୍କୋ ଟେଷ୍ଟ ପାଇଁ ଅଭିଯୁକ୍ତ ରାଜି ହେଉ ନଥିବା ସଂପର୍କରେ ପୂର୍ବରୁ ମଧ୍ୟ  ଗଣମାଧ୍ୟମରେ ଖବର…

ମୁଁ ନିର୍ଦୋଷ , ମୋତେ ଫସାଇ ଦିଆଯାଉଛି: ସରୋଜ ସେଠୀ

ନୟାଗଡ: ମୁଁ କିଛି କରିନି, ମୁଁ କିଛି ଜାଣିନି, ମୁଁ ନିର୍ଦୋଷ , ମୋତେ ମାଡ ମାରି ଫସାଇ ଦିଆଯାଉଛି। ବହୁ ଚର୍ଚ୍ଚିତ ନୟାଗଡ ପରୀ ହତ୍ୟା ଘଟଣାରେ ଗିରଫ ଅଭିଯୁକ୍ତ ସରୋଜ ସେଠୀ ଏଭଳି ଚାଞ୍ଚଲ୍ୟ କର ବୟାନ ଦେଇଛି। କୋର୍ଟରେ ହାଜର ହୋଇ ଫେରିବା ବେଳେ ସରୋଜ ଏହି ପ୍ରତିକ୍ରିୟା ରଖିଛି।…

ପରୀ ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ ସରୋଜର ନାର୍କୋ ଟେଷ୍ଟ ପାଇଁ କୋର୍ଟରେ ଏସଆଟିର ଆବେଦନ

ଭୁବନେଶ୍ୱର: ନୟାଗଡ ଯଦୁପୁରର କୁନିଝିଅ ପରୀ ହତ୍ୟା ମାମଲାରେ ଗିରଫ ହୋଇଛି ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀ । ମାମଲାରେ ଅଧିକ ତଥ୍ୟ ପ୍ରମାଣ ପାଇଁ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ସରୋଜ ସେଠିର ନାର୍କୋ ଟେଷ୍ଟ ପାଇଁ ଆବେଦନ କରିଛି ଏସଆଇଟି । ନୟାଗଡର ପୋକ୍ସୋ କୋର୍ଟରେ ଏସଆଟି ଏହି ଆବେଦନ କରିଛି…

ପରି ହତ୍ୟା ମାମଲା: ହାଇକୋର୍ଟରେ ମିସ କେସ ଦାୟର

ନୟାଗଡ: ନୟାଗଡର କୁନି ଝିଅ ପରୀ ହତ୍ୟା ମାମଲାରେ ନୂଆ ମୋଡ। ପରୀ ମାମଲାରେ ହାଇକୋର୍ଟରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ମିସ୍ କେସ ଦାୟର ହୋଇଛି। ତଥ୍ୟରେ ତାଳମେଳ ରହୁ ନଥିବାରୁ ଏନେଇ ମାମଲା ଦାୟର ହୋଇଛି। ରାଜ୍ୟ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ହାଇକୋର୍ଟରେ ସାନି ମିସ କେସ ଦାଖଲ…

ପରୀ ହତ୍ୟାର ତଦନ୍ତ ସିବିଆଇକୁ ଦିଆଯାଉ: ଧର୍ମେନ୍ଦ୍ର

ଭୁବନେଶ୍ୱର: ନୟାଗଡ଼ ଜିଲ୍ଲା ଯଦୁପୁରର ନାବାଳିକା ପରୀ ହତ୍ୟା ମାମଲାର ତଦନ୍ତକୁ ନେଇ ମୁହଁ ଖୋଲିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗଣମାଧ୍ୟମକୁ ସେ କହିଛନ୍ତି, ରାଜ୍ୟ ସରକାର ପରୀ ହତ୍ୟାକାଣ୍ଡ ତଦନ୍ତ ଭାର ସିବିଆଇକୁ ଦିଅନ୍ତୁ । ଯେହେତୁ ପରୀର ବାପା-ମା' ସିବିଆଇ ତଦନ୍ତ ଦାବି…
ବ୍ରେକିଂ