Browsing Tag

petrol diesel price

ଆଜି ପୁଣି ତୈଳ ଦର ବୃଦ୍ଧି

ନୂଆଦିଲ୍ଲୀ:  ସରକାରୀ ତୈଳ କମ୍ପାନୀଗୁଡିକ ଦ୍ୱାରା ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଆଜି ପୁଣି ବୃଦ୍ଧି କରାଯାଇଛି। ଆଜି ଡିଜେଲର ମୂଲ୍ୟ ୯ ପଇସା ବୃଦ୍ଧି ପାଇଥିବାବେଳେ ପେଟ୍ରୋଲର ମୂଲ୍ୟ ୩୫ ପଇସା ବୃଦ୍ଧି ପାଇଛି।  ବର୍ତ୍ତମାନ ଦିଲ୍ଲୀ, କୋଲକାତା, ଚେନ୍ନାଇରେ ମଧ୍ୟ ପେଟ୍ରୋଲର ମୂଲ୍ୟ ୧୦୦…

ପେଟ୍ରୋଲ ଏବଂ ଡିଜେଲ ଦର ଆଜି ପୁଣିଥରେ ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ଆଜି ପୁଣି ଥରେ ବୃଦ୍ଧି ପାଇଛି। ପେଟ୍ରୋଲର ମୂଲ୍ୟ ଲିଟର ପିଛା ୨୯ ପଇସା ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୨୮ ପଇସା ବୃଦ୍ଧି ପାଇଛି। ବର୍ତ୍ତମାନ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୯୫.୮୫ ଟଙ୍କା ଏବଂ  ଡିଜେଲର ମୂଲ୍ୟ ୮୬.୭୫ ଟଙ୍କାକୁ…

କ୍ରମାଗତ ଚତୁର୍ଥ ଦିନ ପାଇଁ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି

ନୂଆଦିଲ୍ଲୀ: ଲଗାତାର ଚତୁର୍ଥ ଦିନ ପାଇଁ ଦେଶରେ ପେଟ୍ରୋଲ ଡିଜେଲ ମୂଲ୍ୟରେ ବୃଦ୍ଧି ଘଟିଛି। ଶୁକ୍ରବାର ଦିନ ଦିଲ୍ଲୀ ବଜାରରେ ପେଟ୍ରୋଲର ମୂଲ୍ୟ ୨୮ ପଇସା ବୃଦ୍ଧି ପାଇଛି। ମୂଲ୍ୟ ବୃଦ୍ଧି ପରେ ପେଟ୍ରୋଲ ଲିଟର ପିଛା ୯୧.୨୭ ଟଙ୍କା ଥିବାବେଳେ ଡିଜେଲ ମଧ୍ୟ ୩୧ ପଇସା ବୃଦ୍ଧି ପାଇ ଲିଟର ପିଛା…

କ୍ରମାଗତ ଦ୍ୱିତୀୟ ଦିନ ପାଇଁ ତୈଳ ଦର ବୃଦ୍ଧି

ନୂଆଦିଲ୍ଲୀ: ଚାରି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ଶେଷ ହେବା ମାତ୍ରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି । କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଆଜି ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇଛି। ତୈଳ କମ୍ପାନୀ ଆଜି ପେଟ୍ରୋଲ ଲିଟର ପିଛା ୧୯ ପଇସା…

୪ ଦିନ ପରେ ତୈଳଦର ହ୍ରାସ

ନୂଆଦିଲ୍ଲୀ : ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ପକ୍ଷରୁ ଆଜି ଚାରି ଦିନ ପରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପୁଣିଥରେ  ହ୍ରାସ କରାଯାଇଛି। ଆଜି ପେଟ୍ରୋଲ ଲିଟର ପିଛା ୨୨ ପଇସା ହ୍ରାସ ପାଇଥିବା ବେଳେ ଡିଜେଲ ଲିଟର ପିଛା ୨୩ ପଇସା ଶସ୍ତା ହୋଇଛି। ଏହି ଦର ହ୍ରାସ ପରେ ମଙ୍ଗଳବାର ପେଟ୍ରୋଲ ଦାମ ୯୦.୫୬…

ପଶ୍ଚିମବଙ୍ଗରେ ୧ଟଙ୍କା ଶସ୍ତା ହେଲା ପେଟ୍ରୋଲ-ଡିଜେଲ୍

କୋଲକାତା: ଦେଶରେ ବେଲଗାମ ହେଉଛି ତୈଳ ଦର । ବିଭିନ୍ନ ସ୍ଥାନରେ ଏବେ ତୈଳ ଦର ଶହେ ଟପିଛି। ଦର ବୃଦ୍ଧିକୁ ନେଇ ଚର୍ଚ୍ଚା ଆଳୋଚନା ଚାଲିଥିବା ବେଳେ ପଶ୍ଚିମବଙ୍ଗ ସରକାର ବଡ଼ ଘୋଷଣା କରିଛନ୍ତି। ଆଜି ମଧ୍ୟରାତ୍ରୀରୁ ପେଟ୍ରୋଲ ଡିଜେଲର ମୂଲ୍ୟ ଏକ ଟଙ୍କାରେ ହ୍ରାସ କରିବେ ସରକାର। ପଶ୍ଚିମବଙ୍ଗ…

କ୍ରମାଗତ ଦ୍ୱାଦଶ ଦିନ ପାଇଁ ବୃଦ୍ଧି ପାଇଲା ପେଟ୍ରୋଲ-ଡିଜେଲ ଦର

ନୂଆଦିଲ୍ଲୀ: ପେଟ୍ରୋଲ ଏବଂ ଡିଜେଲ ଦରକୁ ନେଇ ସାରା ଦେଶରେ ଅସନ୍ତୋଷ ଦେଖାଦେଇଛି। ଏହି ସମୟରେ ଆଜି ପୁଣି ତୈଳଦର ବୃଦ୍ଧି ପାଇଛି। ପେଟ୍ରୋଲ ଲିଟର ପିଛା ୩୯ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ  ୩୭ ପଇସା ବୃଦ୍ଧି ପାଇଛି । ପେଟ୍ରୋଲ ଡିଜେଲ ମୂଲ୍ୟରେ ଏହି ବୃଦ୍ଧି କ୍ରମାଗତ ଦ୍ୱାଦଶ ଦିନ ଏବଂ…

ଦେଶରେ ଆଜି ପୁଣି ବଢିଲା ତୈଳ ଦର

ନୂଆଦିଲ୍ଲୀ : ସରକାରୀ ତୈଳ କମ୍ପାନୀଗୁଡ଼ିକ ପୁଣି ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି କରିଛନ୍ତି । ରାଜଧାନୀ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ୩୦ ପଇସା ବୃଦ୍ଧି ପାଇଥିବାବେଳେ ଡିଜେଲର ମୂଲ୍ୟ ୨୫ ପଇସା ବୃଦ୍ଧି ପାଇଛି। ଦିଲ୍ଲୀ ଏବଂ ମୁମ୍ବାଇରେ ପେଟ୍ରୋଲ ମୂଲ୍ୟ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ।…

ପୁଣି ବଢିଲା ତୈଳ ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି

ନୂଆଦିଲ୍ଲୀ : ଗୁରୁବାର ଦିନ ପେଟ୍ରୋଲ ଡିଜେଲର ମୂଲ୍ୟ ପୁଣି ବୃଦ୍ଧି ପାଇଛି। ପାଞ୍ଚ ଦିନ ପାଇଁ ମୂଲ୍ୟ ସ୍ଥିର ରହିବା ପରେ ସରକାରୀ ତୈଳ କମ୍ପାନୀଗୁଡିକ ନୂଆ ବର୍ଷ ପରେ ଆଜି କ୍ରମାଗତ ତୃତୀୟ ଥର ବୃଦ୍ଧି କରିଛନ୍ତି। ଆଜି ଭୁବନେଶ୍ୱରରେ ପେଟ୍ରୋଲ ଦର ଲିଟର ପିଛା 85 ଟଙ୍କା 11 ପଇସା ରହିଛି ।…

ଦୀର୍ଘ ଦିନ ପରେ ପୁଣି ବଢିଲା ତୈଳ ଦର

ନୂଆଦିଲ୍ଲୀ : ଦୀର୍ଘ ଦିନର ବ୍ୟବଧାନ ପରେ ଦେଶରେ ପୁଣିଥରେ ବୃଦ୍ଧି ପାଇଲା ପେଟ୍ରୋଲ ଏବଂ ଡିଜେଲ ଦର । ଚଳିତ ବର୍ଷ ପ୍ରଥମ ଥର ପାଇଁ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇଛି ।  ବୁଧବାର ଦିନ ପେଟ୍ରୋଲ ଦର ଲିଟର ପିଛା ୨୪ରୁ ୨୬ ପଇସା ବଢ଼ିଥିବା ବେଳେ ଡିଜେଲ ଦର ଲିଟର ପିଛା ୨୫ରୁ ୨୭ ପଇସା…
ବ୍ରେକିଂ