Browsing Tag

petrol diesel

ପଞ୍ଜାବରେ ପେଟ୍ରୋଲ ୧୦ ଟଙ୍କା ଏବଂ ଡିଜେଲ ୫ ଟଙ୍କା ଶସ୍ତା

ଚଣ୍ଡିଗଡ : ପଞ୍ଜାବ ସରକାର ରବିବାର ରାଜ୍ୟବାସୀଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି । ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୧୦  ଟଙ୍କା ଏବଂ ୫ ଟଙ୍କା ହ୍ରାସ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଆଜି ମଧ୍ୟରାତ୍ରିରୁ ସରକାରଙ୍କ ନିଷ୍ପତ୍ତି କାର୍ଯ୍ୟକାରୀ ହେବ। ପଞ୍ଜାବର…

କ୍ରମାଗତ ତୃତୀୟ ଦିନ ପାଇଁ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି

ଭୁବନେଶ୍ୱର : ୪ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ସରିବା କ୍ଷଣି ତୈଳଦର କ୍ରମାଗତ ଭାବରେ ବୃଦ୍ଧି ପାଉଛି। କ୍ରମାଗତ ତୃତୀୟ ଦିନ ପାଇଁ ଆଜି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି । ପେଟ୍ରୋଲ ଦର  ଲିଟର ପିଛା ୨୫ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ ଦର ୩୦…

ଆଗକୁ ଆହୁରି ବଢିବ ତୈଳ ଦର

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଦର ହୁ ହୁ ହୋଇ ବଢି ଚାଲିଛି । ତେଲ ଦର ବଢିବା ଯୋଗୁଁ ଖାଉଟିଙ୍କ ପକେଟ ଉପରେ ଏହାର ସିଧାସଳଖ ପ୍ରଭାବ ପଡୁଛି । ବର୍ଦ୍ଧିତ ତେଲ ଦରକୁ ନେଇ ଖାଉଟି ଅସନ୍ତୋଷ ଥିବା ବେଳେ ଏବେ ତେଲ ଦର ଆହୁରି ବଢ଼ିବ ବୋଲି ଜଣାପଡ଼ିଛି । ବ୍ୟାରେଲ ପିଛା ଏବେ ଅଶୋଧିତ ତେଲର…
ବ୍ରେକିଂ