Browsing Tag

petrol price hike

ଆଜି ପୁଣି ତୈଳ ଦର ବୃଦ୍ଧି

ନୂଆଦିଲ୍ଲୀ : ଦୁଇ ଦିନର ବ୍ରେକ୍‌ ପରେ ପୁଣି ବଢ଼ିଲା ତୈଳ ଦର । କମ୍ପାନୀମାନେ ଗୁରୁବାର ପୁଣି ଥରେ ତୈଳ ଦର ବୃଦ୍ଧି କରିଛନ୍ତି। ଦିଲ୍ଲୀରେ ପେଟ୍ରୋଲ ୩୫ ପଇସା ଓ ଡିଜେଲ ୧୫ ପଇସା ବୃଦ୍ଧି ପାଇଛି । ଏଥିସହ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୧ଟଙ୍କା ୫୪ ପଇସା ଦରରେ ବିକ୍ରି ହେଉଥିବା…

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବଢୁଥିବାରୁ ପେଟ୍ରୋଲ ଦର ବଢୁଛି: ଧର୍ମେନ୍ଦ୍ର

ଭୁବନେଶ୍ୱର: ଦେଶରେ ବେଲଗାମ ହେଉଛି ତୈଳ ଦର । ଦିନକୁ ଦିନ ଦ୍ରୁତ ଗତିରେ ବଢି ଚାଲିଛି ପେଟ୍ରୋଲ ଦର । ଓଡିଶାରେ ପେଟ୍ରୋଲ ଦର ସେଞ୍ଚୁରୀ ମାରିଛି। ପେଟ୍ରୋଲ ଦର ଅହେତୁକ ବୃଦ୍ଧିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦୁଇଟି କାରଣ ପାଇଁ…

ପୁଣି ପେଟ୍ରୋଲ, ଡିଜେଲ ଦର ବୃଦ୍ଧି

ନୂଆଦିଲ୍ଲୀ:  ଦେଶରେ ବେଲଗାମ ହୋଇଛି ତୈଳ ଦର ।  ଲଗାତାର ଭାବେ ବଢିଚାଲିଛି ପେଟ୍ରୋଲ ଏବଂ ଡିଜେଲ ଦର । ପ୍ରତିଦିନ ନୂଆ ନୂଆ ରେକର୍ଡ ଛୁଉଁଛି ତେଲ ଦର । ନିର୍ବାଚନ ଶେଷ ହେବା ପରେ  ତୈଳ ଦରରେ ଅହେତୁକ ବୃଦ୍ଧି ପାଇବାରେ ଲାଗିଛି। ମଙ୍ଗଳବାର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୨୭…

ଶୀତ ପାଇଁ ବଢୁଛି ପେଟ୍ରୋଲ-ଡିଜେଲର ଦାମ୍: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ଶୀତ ପାଇଁ ବଢୁଛି ପେଟ୍ରୋଲ-ଡିଜେଲର ଦାମ୍ । ଆଜି ଏଭଳି ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶୀତ ସରିଗଲେ ଇନ୍ଧନର ଚାହିଦା କମିଯିବ, ଦାମ୍ ହ୍ରାସ ପାଇବ ବୋଲି ସେ କହିଛନ୍ତି । ଅନ୍ତରାଷ୍ଟ୍ରୀୟ ବଜାରରେ ପେଟ୍ରୋଲିୟମ ସାମଗ୍ରୀର ଦାମର…

ତୈଳ ବଜାର ଦରରେ ନିଆଁ, ଭୁବନେଶ୍ୱରରେ ପେଟ୍ରୋଲ ଦର ୮୬ ଟଙ୍କା ୩୮ ପଇସା

ଭୁବନେଶ୍ୱର: ଆକାଶଛୁଆଁ ହେବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ୍ ଦର। ସର୍ବକାଳୀନ ରେକର୍ଡରେ ପହଞ୍ଚିଛି ପେଟ୍ରୋଲ ଓ ଡିଜେଲ ଦର । ଆଜି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୮୬ ଟଙ୍କା ୩୮ ପଇସା ଥିବା ବେଳେ ଡିଜେଲ ଲିଟର ପିଛା ୮୨ ଟଙ୍କା ୬୮ ପଇସାରେ ପହଁଚିଛି। ଅନ୍ତର୍ଜାତୀୟ ବଜାରରେ କଞ୍ଚାତେଲର…

ତୈଳ ବଜାରରେ ନିଆଁ, ପୁଣି ବଢିଲା ପେଟ୍ରୋଲ-ଡିଜେଲ ଦର

ନୂଆଦିଲ୍ଲୀ : ଘରୋଇ ବଜାରରେ ଆଜି ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପୁଣି ବୃଦ୍ଧି ପାଇଛି। ସରକାରୀ ତୈଳ କମ୍ପାନୀଗୁଡିକ ୨ ଦିନର ସ୍ଥିରତା ପରେ ଲଗାତାର ଦ୍ୱିତୀୟ ଦିନ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି କରିଛନ୍ତି। ମୁମ୍ବାଇରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୯୨.୨୮ ଟଙ୍କା ହୋଇ ରେକର୍ଡ ସ୍ତରରେ…

ପୁଣି ବଢିଲା ତେଲ ଦର : ଭୁବନେଶ୍ୱରରେ ୮୬, ମାଲକାନିଗିରିରେ ୯୧ ଟପିଲା ପେଟ୍ରୋଲ ଦର

ଭୁବନେଶ୍ୱର: ପୁଣି ବଢିଲା ତୈଳ ଦର। ତେଳ ଦର ଦୁଇ ଦିନ ଅପରିବର୍ତ୍ତିତ ରହିବା ପରେ ଆଜି ପୁଣି ବୃଦ୍ଧି ପାଇଛି। ଅନ୍ତର୍ଜାତୀୟ ବଜାରରେ ତେଲ ଦର ବଢିଚାଲିଥିବାରୁ ଏହି ଦରବୃଦ୍ଧି ହୋଇଛି ବୋଲି କୁହାଯାଉଛି। ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୨୫ ପଇସା ଲେଖାଏଁ ବୃଦ୍ଧି ହୋଇଛି। ଫଳରେ ଭୁବନେଶ୍ୱରରେ…
ବ୍ରେକିଂ