Browsing Tag

PM Modi

ବିଶ୍ଵର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା, ଭାରତରୁ ମୋଦି-ମମତା ଓ ଆଦର ପୁନାୱାଲା

ନୂଆଦିଲ୍ଲୀ:  ଟାଇମ୍ସ ମାଗାଜିନ ପକ୍ଷରୁ ଚଳିତ ବର୍ଷର ବିଶ୍ବର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମ ବଜାୟ ରହିଛି। ଏଥି ସହିତ ଭାରତର ଅନ୍ୟ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ…

ପ୍ରଧାନମନ୍ତ୍ରୀ ଆଜି ତ୍ରୟୋଦଶ ବ୍ରିକ୍ସ ଶିଖର ସମ୍ମିଳନୀର ଅଧ୍ୟକ୍ଷତା କରିବେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭର୍ଚୁଆଲ ମାଧ୍ୟମରେ ତ୍ରୟୋଦଶ ବ୍ରିକ୍ସ ଶିଖର ସମ୍ମିଳନୀର ଅଧ୍ୟକ୍ଷତା କରିବେ । ଏହି ବୈଠକରେ ବ୍ରାଜିଲ ରାଷ୍ଟ୍ରପତି ଜୈର ବୋଲସୋନାରୋ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସାଇରିଲ…

ପ୍ରଧାନମନ୍ତ୍ରୀ ମୋଦି ସେପ୍ଟେମ୍ବର ଶେଷ ସପ୍ତାହରେ ଆମେରିକା ଗସ୍ତରେ ଯିବେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମାସ ଶେଷ ସପ୍ତାହରେ ଆମେରିକା ଗସ୍ତରେ ଯିବେ । ତେବେ ଏ ସମ୍ପର୍କରେ ସରକାରୀ ସ୍ତରରେ ନିର୍ଦ୍ଦିଷ୍ଟ ଭାବରେ କିଛି କୁହାଯାଇନଥିବା ବେଳେ  ବିଶ୍ୱସ୍ତ ସୂତ୍ର ଅନୁଯାୟୀ ପ୍ରଧାନମନ୍ତ୍ରୀ ସେପ୍ଟେମ୍ବର ୨୩ କିମ୍ବା ୨୪ରେ ଆମେରିକା ଗସ୍ତରେ ଯିବାର…

ଟିକାକରଣ କ୍ଷେତ୍ରରେ ଭାରତର ନୂଆ ରେକର୍ଡ, ଦିନକରେ କୋଟିଏରୁ ଅଧିକ ଡୋଜ୍ ଟିକାଦାନ

ନୂଆଦିଲ୍ଲୀ:  କୋଭିଡ ଟିକାକରଣ କ୍ଷେତ୍ରରେ ଭାରତର ନୂଆ ରେକର୍ଡ । ଗୋଟିଏ ଦିନରେ କୋଟିଏରୁ ଅଧିକ ଡୋଜ୍ ଟିକାଦାନ କରି ରେକର୍ଡ ସୃଷ୍ଟି କରିଛି ଭାରତ। ଦେଶର ଏହି ସଫଳତା ପାଇଁ ଭାରତକୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିକାଦାନ ସହ ସଂପୃକ୍ତ ସମସ୍ତଙ୍କୁ…

ଓନମ ଅବସରରେ ଦେଶବାସୀଙ୍କୁ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ:  କୃଷି ଭିତ୍ତିକ ପର୍ବ ଓନମ  ଅବସରରେ ଦେଶବାସୀ ଙ୍କୁ ଶୁଭେଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୃଷକମାନଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ଏହି ପର୍ବ ଦେଶରେ ସକରାତ୍ମକତା ଏବଂ ଭାଇଚାରାକୁ ପ୍ରୋତ୍ସାହିତ କରୁ…

ପ୍ରଧାନମନ୍ତ୍ରୀ ମୋଦି ରାକ୍ଷୀ ଉପହାର: ମହିଳା ଉଦ୍ୟୋଗୀଙ୍କ ପାଇଁ ୧୬୨୫ କୋଟି ଟଙ୍କା ଘୋଷଣା

ନୂଆଦିଲ୍ଲୀ: ରକ୍ଷାବନ୍ଧନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହିଳା ଉଦ୍ୟୋଗୀମାନଙ୍କୁ ଉପହାର ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆତ୍ମନିର୍ଭରଶୀଳ ନାରୀ-ଶକ୍ତି କାର୍ଯ୍ୟକ୍ରମରେ ଯୋଗଦେଇ ମହିଳା ଉଦ୍ୟୋଗୀମାନଙ୍କ ଲାଗି ୧୬୨୫ କୋଟି ଟଙ୍କାର ଆର୍ଥିକ ସହାୟତା…

ଭିସି ଜରିଆରେ ଭାରତୀୟ ମହିଳା ହକି ଦଳ ସହ ପ୍ରଧାମନ୍ତ୍ରୀ କଥା ହେଲେ

ଟୋକିଓ: ଟାକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ହକି ଦଳ ବ୍ରିଟେନ ବିପକ୍ଷରେ ପରାଜୟର ସମ୍ମୁଖୀନ ହୋଇଛି ସତ ମାତ୍ର ଦଳ ୧୩୦ କୋଟି ଦେଶବାସୀଙ୍କ ହୃଦୟ ଜିତି ନେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହିଳା ହକି ଦଳକୁ ଫୋନ କରି ତାଙ୍କୁ ସାନ୍ତ୍ୱନା ଦେଇଥିଲେ। ମୋଦି ଫୋନ କରିବା ମାତ୍ରେ…

ମହିଳା ହକି ଦଳର ଲଢ଼ୁଆ ପ୍ରଦର୍ଶନକୁ ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ : ଭାରତୀୟ ମହିଳା ହକି ଦଳର ପ୍ରଥମ ଅଲିମ୍ପିକ୍ ପଦକ ଜିତିବାର ସ୍ୱପ୍ନ ପୂରଣ ହୋଇପାରି ନାହିଁ। ଆଜି ଅଲିମ୍ପିକ୍ସର ବ୍ରୋଞ୍ଜ ପଦକ ମ୍ୟାଚରେ ବ୍ରିଟେନ ମହିଳା ହକି ଦଳକୁ ୪-୩ ରେ ପରାସ୍ତ କରିଛି। ଏହି ପରାଜୟ ପରେ ସାରା ଦେଶରେ ନିରାଶାର ଲହରୀ ଖେଳିଯାଇଛି । ତେବେ ପ୍ରଧାନମନ୍ତ୍ରୀ…

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମମତା

ନୂଆଦିଲ୍ଲୀ: ଆଜି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ମମତା ବାନାର୍ଜୀଙ୍କ ମଧ୍ୟରେ ଏହା ପ୍ରଥମ ବୈଠକ ଥିଲା। ଉଭୟଙ୍କ ମଧ୍ୟରେ ପ୍ରାୟ…

‘ମନ୍ କି ବାତ୍’ରେ ଓଡ଼ିଆ ପୁଅ ଇଷାକ ମୁଣ୍ଡାଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୭୯ତମ ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଟୋକିଓ ଅଲିମ୍ପିକ୍ସ ପାଇଁ ଯାଇଥିବା ଖେଳାଳିଙ୍କୁ ପ୍ରଶଂସା କରିବା ସହ ସୋସିଆଲ ମିଡିଆରେ ଅଲିମ୍ପିକ ଟିମକୁ ସମର୍ଥନ ଜଣାନ୍ତୁ ବୋଲି କହିଲେ ମୋଦି। ମନ୍ କି…
ବ୍ରେକିଂ