Browsing Tag

Pragativadi editorial

ଗ୍ରାମ୍ୟ ଋଣଗ୍ରସ୍ତତା ଉଦବେଗଜନକ

ଦେଶର ଚାଷୀ ପରିବାରଗୁଡିକର ଋଣଗ୍ରସ୍ତତା ସମ୍ପର୍କରେ ଜାତୀୟ ପରିସଂଖ୍ୟାନ  କାର୍ଯ୍ୟାଳୟ (ଏନଏସଓ)ର ସଦ୍ୟ ପ୍ରକାଶିତ ସ୍ଥିତି ମୂଲ୍ୟାୟନ ସର୍ଭେରେ  ଯେଉଁ ତଥ୍ୟ ଦିଆଯାଇଛି ତାହା ଉଦବେଗ ସୃଷ୍ଟି କରିବା କଥା। କାରଣ ସେଥିରୁ  ଜଣାପଡୁଛି ଯେ ଅଧିକାଂଶ ଲୋକଙ୍କର ଆର୍ଥିକ ଅବସ୍ଥା  ସଙ୍କଟଜନକ। ସର୍ଭେ…

ଆଫଗାନିସ୍ତାନରେ ଜାତିସଂଘର ଆବଶ୍ୟକତା

ଆଫଗାନିସ୍ତାନରେ ବଢୁଥିବା ମାନବୀୟ ସଙ୍କଟ ସମ୍ପର୍କରେ ସମାଧାନ ଉଦ୍ୟମ ଖୋଜୁଥିବା ଜାତିସଂଘ ସମ୍ମିଳନୀକୁ ଭାରତ ବିଜ୍ଞତାର ସହ ସୂଚାଇ  ଦେଇଛି ଯେ କେବଳ ଆଫଗାନବାସୀଙ୍କର ଆବଶ୍ୟକତା ନେଇ ବଦାନ୍ୟତା ଦେଖାଇବା  ଯଥେଷ୍ଟ ହୋଇନପାରେ। ତାଲିବାନ ଗୋଷ୍ଠୀ ଆଫଗାନିସ୍ତାନକୁ ନିୟନ୍ତ୍ରଣକୁ ନେବା ପରେ ଭାରତ…

ମୌସୁମୀ ଅନିୟମିତା

ମୌସୁମୀ ବର୍ଷାରେ  ଅନିୟମିତତା ଯୋଗୁଁ ଏବର୍ଷ ଦେଶର କୃଷି ଉତ୍ପାଦନ ପ୍ରଭାବିତ ହୋଇପାରେ । ସ୍ବାଭାବିକ ବର୍ଷ ଅପେକ୍ଷା ଏଥର ଅଧିକ କ୍ଷତି ହେବାର ଆଶଙ୍କା ଦେଖାଦେଇଛି। ପାଣିପାଗ ବିଭାଗ  ଚଳିତ ବର୍ଷ ସ୍ବାଭାବିକ ଠାରୁ ଅଧିକ ମୌସୁମୀ ବର୍ଷା ହେବାର ପୂର୍ବାନୁମାନ କରିଥିଲେ ମଧ୍ୟ ବୃଷ୍ଟିପାତ ସେହି…

ଗୁଜରାଟରେ ପୁର୍ନବାର ହାଇକମାଣ୍ଡ ସଂସ୍କୃତିର ଛାପ

ଉତ୍ତରାଖଣ୍ଡ ଓ କର୍ଣ୍ଣାଟକ ପରେ ଏବେ ଗୁଜରାଟରେ ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ପରିବର୍ତ୍ତନ କରିଛି। ଦୁଇମାସ ମଧ୍ୟରେ ତିନିଜଣ ମୁଖ୍ୟମନ୍ତ୍ରୀ ବଦଳିବା ଓ ତନ୍ମଧ୍ୟରୁ ଦୁଇଜଣ ବିଧାନସଭା ନିର୍ବାଚନ ପାଖେଇ ଆସିଥିବା ବେଳେ ହଟିବା  ଦେଖିଲେ ଜଣାପଡୁଛି ଯେ ଗାନ୍ଧୀ ପରିବାର ଅଧିନରେ କଂଗ୍ରେସରେ ଯେପରି…

ତାଲିବାନ ସରକାରର ବିଶ୍ଵାସ ସଙ୍କଟ

ଆଫଗାନିସ୍ତାନରେ  ତାଲିବାନ ଏବେ କ୍ଷମତା ଦଖଲ କରିବା ପରେ ଏହାର ନେତୃତ୍ବର ଆଭିମୁଖ୍ୟ ସୁଧୁରିଛି ବୋଲି ଆଶାନିରାଶାର ଦ୍ବନ୍ଦ୍ବ ମଧ୍ୟରେ  ଯେତିକି ଧାରଣା ସୃଷ୍ଟି ହୋଇଥିଲା ତାହା ନୂଆ କ୍ୟାବିନେଟ ଗଠନ ପରଠାରୁ ବଦଳିବା ଆରମ୍ଭ କରିଛି। ଏହି ଆଶଙ୍କା ଯଦି ଆଗାମୀ କେଇଦିନ ମଧ୍ୟରେ ପରବର୍ତ୍ତୀ…

ଟିକା ଜୀବନ ରକ୍ଷାକାରୀ

କେନ୍ଦ୍ର ସରକାର କରୋନା ଅନୁସରଣକାରୀ ତଥ୍ୟକୁ ଉଲ୍ଲେଖ କରି ଯାହା କହିଛନ୍ତି ତାହା ଆଶ୍ବସ୍ତିକର । ସେଥିରୁ କରୋନା ପ୍ରତିଷେଧକ ଟିକାର ଜୀବନ ରକ୍ଷାକାରୀ ସାମର୍ଥ୍ୟ ନେଇ ଯାହାକିଛି ସଂଶୟ ଥିଲା ତାହା ଦୂର ହୋଇଛି। କୋଭିଡ-୧୯ ଟ୍ରାକର ବୋଲି କୁହାଯାଉଥିବା ଏହି ବ୍ୟବସ୍ଥା କରୋନା ସମ୍ପର୍କିତ…

କୃଷକଙ୍କ ତଥ୍ୟର ଡିଜିଟାଇଜେସନ

କେନ୍ଦ୍ର କୃଷିମନ୍ତ୍ରୀ  ନରେନ୍ଦ୍ର ସିଂ ତୋମାର କହିଛନ୍ତି ଯେ ଦେଶର ସାଢେ ୮କୋଟି ଚାଷୀଙ୍କର ସମସ୍ତ ତଥ୍ୟର ଡିଜି ଟାଇଜେସନ ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ହେବ। ସରକାରଙ୍କର ଆଇଡିଆ ସ୍କିମ ଅର୍ଥାତ ଇଣ୍ଡିଆ ଡିଜିଟାଲ ଇକୋ ସିଷ୍ଟମ ଫର ଏଗ୍ରିକଲଚରର ଏହା ଅଂଶ। ଆନ୍ତର୍ଜାତିକ ଆଇଟି…

ଟ୍ରିବ୍ୟୁନାଲଗୁଡ଼ିକର ସମସ୍ୟା

ଦେଶରେ ବିଭିନ୍ନ  ଟ୍ରିବ୍ୟୁନାଲରେ ଖାଲି ପଡିଥିବା ପ୍ରାୟ ୨୫୦ଟି  ପଦବୀ ପୂରଣରେ ସୀମାରିକ୍ତ ବିଳମ୍ବ  ଉପରେ ସୁପ୍ରିମକୋର୍ଟ  ବିଷୋଦଗାର କରିଛନ୍ତି । ସରକାର ଓ ନ୍ୟାୟପାଳିକା ମଧ୍ୟରେ ମୁହାଁମୁହିଁ  ସ୍ଥିତିର ଆଶଙ୍କା ଏଥିଯୋଗୁଁ ସୃଷ୍ଟି ହୋଇଛି। ଯଦିଓ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ …

ଏମଏସଏମଇର ଋଣ ସଙ୍କଟ

ଦେଶରେ ଏବେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଯାହା ଏମଏସଏମଇ  ନାମରେ ପରିଚିତ ତାକୁ ଅଧିକ ଗୁରୁତ୍ବ ଦିଆଯାଉଛି। କରୋନାରେ ବିପର୍ଯ୍ୟସ୍ତ ଅର୍ଥନୀତିକୁ ସୁଧାରି ନିଯୁକ୍ତି ସୃଷ୍ଟିକୁ ଅଗ୍ରାଧିକାର ଦେବା ଆବଶ୍ୟକ ପଡୁଥିବା ବେଳେ ସେହି ଉଦ୍ୟୋଗର  ସେଥିରେ ଅଧିକ ଗୁରୁତ୍ବ  ରହିଛି। ଭାରତ ପରି…

କାବୁଲରେ ନୂଆ କର୍ମକର୍ତ୍ତା

ତାଲିବାନ ତା’ର ଗୋପନୀୟତା ରଖିବା ପାଇଁ ଜଣାଶୁଣା। ଦୁଇବର୍ଷ କାଳ ସଂଗଠନ ନିଜର ପୂର୍ବତନ ମୁଖ୍ୟଙ୍କର ମୃତ୍ୟୁକୁ ଲୁଚାଇ ରଖିଥିଲା। ଏବେ ଆଫଗାନିସ୍ତାନକୁ ପୁଣି କ୍ଷମତାକୁ ଫେରିଥିବା ତାଲିବାନ ବଦଳିଛି ବୋଲି କୁହାଯାଉଥିଲେ ସୁଦ୍ଧା ଗୋପନୀୟତା ବଜାୟ ରଖିବାର ତା’ର ପରିଚୟ ଅପରିବର୍ତ୍ତିତ ରହିଛି।…
ବ୍ରେକିଂ