Browsing Tag

Rain warning

୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା,ୟେଲୋ ୱାର୍ଣ୍ଣିଂ ଜାରି

 ଭୁବନେଶ୍ୱର: ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ରହିଛି । ଜୁନ ୧ରୁ ଜୁଲାଇ ୧ ଯାଏ ରାଜ୍ୟରେ ୧୮୪.୬ ମିଲିମିଟର ବର୍ଷା ହୋଇଛି । ଯାହାକି ସ୍ୱାଭାବିକ ବର୍ଷା ୨୨୫.୨ ମିଲିମିଟର ଠାରୁ ୧୮ ପ୍ରତିଶତ କମ୍‌ । ଏହି ସମୟ ମଧ୍ୟରେ ୧୪ ଜିଲ୍ଲାରେ ୨୦ପ୍ରତିଶତରୁ ୫୯ ପ୍ରତିଶତ ଯାଏ କମ୍‌ ବର୍ଷା ହୋଇଛି ।…

୨୪ ଘଣ୍ଟାରେ ଓଡିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ମଧ୍ୟମ ଧରଣ ବର୍ଷା ହୋଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏଥିପାଇଁ ୭ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ, ୧୧ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।…

କଟକରେ କାଳବୈଶାଖୀ ତାଣ୍ଡବରୁ ଉତ୍ତେଜନା

କଟକ : ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି କାଳବୈଶାଖୀ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି । ଆଜି ଅପରାହ୍ଣ ୧୨ଟା ପରେ ଅଚାନକ କଳାହାଣ୍ଡିଆ ମେଘ ଘୋଟି ଆସିଲା । କେତେକ ସ୍ଥାନରେ ପ୍ରବଳ ବର୍ଷା ସହିତ ପବନ ବହିଥିବା ଦେଖିବାକୁ ମିଳିଛି । ତେବେ କଟକରେ ପବନର ବେଗ ଅଧିକ ବହିବା ଦ୍ୱାରା ନୂଆପଡ଼ା…
ବ୍ରେକିଂ