Browsing Tag

sex racket

ରାଉରକେଲାରେ ସେକ୍ସ ରାକେଟ ଠାବ, ୫ ଗିରଫ

ରାଉରକେଲା: ରାଉରକେଲା ସହରର ଉଦିତନଗର କଚେରୀ ରୋଡ୍ ଅଞ୍ଚଳରେ ଥିବା ଏକ ହୋଟେଲରେ ସେକ୍ସ ରାକେଟ ଠାବ । ଏହି ଘଟଣାରେ ହୋଟେଲ୍ ମାଲିକ ସମେତ ୫ ଜଣକୁ ଗିରଫ କରାଯାଇଥିବା ବେଳେ  ୫ ଜଣ ଯୁବତୀଙ୍କୁ ଉଦ୍ଧାର କରିଛି ପୋଲିସ । ହୋଟେଲରୁ ସେକ୍ସ ରାକେଟ ସମ୍ପର୍କିତ ଡାଏରୀ ସହ ବିଭିନ୍ନ ଆପତ୍ତିଜନକ…

ଭୁବନେଶ୍ୱରରୁ ସେକ୍ସ ରାକେଟ ଠାବ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଠାବ ହୋଇଛି ସେକ୍ସ ରାକେଟ । ଗେଷ୍ଟ ହାଉସରେ ଚାଲିଥିଲା ଦେହ ବ୍ୟବସାୟ। ବୁଦ୍ଧେଶ୍ୱରୀ କଲୋନୀ ଅଞ୍ଚଳରେ ଚାଲିଥିଲା ହାଇପ୍ରୋଫାଇଲ ସେକ୍ସ ରାକେଟ । ଜଣେ ଯୁବତୀ ଉଦ୍ଧାର ସହ ତିନି ଗ୍ରାହକଙ୍କୁ ଅଟକ ରଖିଛି ପୋଲିସ। ସେକ୍ସ ରାକେଟ ଖବର ପାଇ ଲକ୍ଷ୍ମୀସାଗର…

କଟକରେ ସେକ୍ସ ରାକେଟ ଠାବ ,୩ ଅଟକ

କଟକ: ରାଜ୍ୟରେ ସଂକ୍ରମଣ ହ୍ରାସ ପାଉଥିଲେ ମଧ୍ୟ ଲକ୍‌ଡାଉନ୍‌ ଓ ସଟଡାଉନ ଜାରି ରହିଛି । ତେଣୁ ଜରୁରୀ ନଥିଲେ ଘରୁ ପଦାକୁ ନବାହାରିବା ପାଇଁ କହିଛନ୍ତି  ସରକାର। ଏପରି ସମୟରେ ହୋଟେଲ୍‌ରେ ଚାଲୁଥିଲା ସେକ୍ସରାକେଟ। ଏଭଳି ଅଭିଯୋଗ ଆସିଛି କଟକରୁ । ତେବେ ସେକ୍ସ ରାକେଟ ଉପରେ ପୋଲିସ ଚଢାଉ କରି…

ଭଦ୍ରକରେ ସେକ୍ସ ରାକେଟ ଠାବ; ୨ ଗିରଫ

ଭଦ୍ରକ : ଭଦ୍ରକ ସହରରେ ସେକ୍ସ ରାକେଟ ଠାବ । ଘଟଣାରେ ୪ ମହିଳାଙ୍କୁ ଉଦ୍ଧାର କରିବା ସହ ୨ ପୁରୁଷଙ୍କୁ ଗିରଫ କରିଛି ପୋଲିସ । ସୂଚନା ଅନୁଯାୟୀ,  ଡଗମୁଣ୍ଡ ସ୍ଥିତ ଭଡ଼ା ଘରେ ୧୫ ଦିନ ହେଲା କିଛି ମହିଳା ରହୁଥିଲେ। ସେଠାକୁ ଅନେକ ସମୟରେ ପୁରୁଷମାନେ ଯିବାଆସିବା କରୁଥିବା ଦେଖିବାକୁ…

ମାଲକାନଗିରିରେ ସେକ୍ସ ରାକେଟ ଠାବ, ୨ ମହିଳାଙ୍କ ସମେତ ୮ ଗିରଫ

ମାଲକାନଗିରି:  ମାଲକାନଗିରିରେ ସେକ୍ସ ରାକେଟ ଠାବ।  ଘଟଣାସ୍ଥଳରୁ ୨ ମହିଳାଙ୍କ ସମେତ ୮ ଜଣଙ୍କୁ ଗିରଫ କରିଛି ପୋଲିସ। ଏମାନଙ୍କ ମଧ୍ୟରେ ଜଣେ ନାବାଳିକା ଥିବା ଜଣାପଡିଛି । ସୂଚନାନୁସାରେ ଗତ କିଛିଦିନ ହେଲା ଜିଲ୍ଲାର ଦରିଗୁଡା ୧ ନମ୍ବର , ସଦର ମହକୁମା ର ଟେକବାଡ଼ି ସାହି ଓ ମଲ୍ଲିକେଶ୍ୱର…
ବ୍ରେକିଂ