Browsing Tag

sports news

ଆସ୍ଲେଇ ବାର୍ଟି ମିଆଁମି ଓପନ୍ ଟାଇଟଲ ହାସଲ କଲେ

ମିଆଁମି: କ୍ରମାଗତ ଦ୍ୱିତୀୟ ଥର ପାଇଁ ମିଆଁମି ଓପନ୍‍ ଟାଇଟଲ ହାସଲ କରିଛନ୍ତି ଆସ୍‍ଲେଇ ବାର୍ଟି । ମିଆଁମି ଓପନ୍‍ ମହିଳା ସିଙ୍ଗଲ୍ସ ଟେନିସ୍‍ ଫାଇନାଲରୁ ଆଣ୍ଡ୍ରେସ୍‍କ୍ୟୁ ଅବସର ନେବାପରେ ବିଶ୍ୱର ୧ ନମ୍ବର ଖେଳାଳି ଆସ୍‍ଲେଇ ବାର୍ଟି ଏହି ଟାଇଟେଲ ହାସଲ କରିବାରେ କୃତିତ୍ୱ ଲାଭ କରିଛନ୍ତି ।…

ଅନ୍ତର୍ଯାତୀୟ କ୍ରିକେଟରୁ ଉପୁଲ ଥରଙ୍ଗାଙ୍କ ଅବସର

ନୂଆଦିଲ୍ଲୀ: ଅବସର ନେଲେ ଉପୁଲ ଥରଙ୍ଗା ।  ଶ୍ରୀଲଙ୍କାର ଓପନର ବ୍ୟାଟସମ୍ୟାନ୍‌ ଉପୁଲ ଥରଙ୍ଗା ଅନ୍ତର୍ଯାତୀୟ କ୍ରିକେଟରୁ ଅବସର ନେଇଛନ୍ତି  । ଏନେଇ ସେ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି  । I have decided to retire from international cricket 🏏…

ଦ୍ୱିତୀୟ ଟେଷ୍ଟ; ଭାରତର ଦମଦାର ପ୍ରଦର୍ଶନ, ବିଜୟ ଠାରୁ ୭ ୱିକେଟ ଦୂରରେ ଦଳ

ଚେନ୍ନାଇ: ଚେନ୍ନାଇରେ ଦମଦାର ପ୍ରଦର୍ଶନ କରିଛି ଭାରତ ।  ଚେପକ ଷ୍ଟାଡିୟମରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟରେ ଭାରତକୁ ବିଜୟ ପାଇଁ ଆଉ ୭ ୱିକେଟ ଦରକାର ।  ଅପରପକ୍ଷେ ଇଂଲଣ୍ଡକୁ ବିଜୟ ପାଇଁ ଆବଶ୍ୟକ ୪୨୯ ରନ । ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ତିନି ୱିକେଟ ହରାଇ ଇଂଲଣ୍ଡ ୫୩ ରନ ସ୍କୋର…

ଇଂଲଣ୍ଡ-ଭାରତ ଟେଷ୍ଟ: ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ଭାରତ ୩୯/୧ , ବିଜୟ ପାଇଁ ଦରକାର ଆଉ ୩୮୧ ରନ

ଚେନ୍ନାଇ: ଚେନ୍ନାଇରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟର ଚତୁର୍ଥ ଦିନର ଖେଳ ସମାପ୍ତ ହୋଇଛି । ଇଂଲଣ୍ଡ ଦ୍ୱିତୀୟ ପାଳିରେ  ୧୭୮ କରିବାକୁ ସକ୍ଷମ ହୋଇଥିଲା । ୪୨୦ ରନର ବିଜୟ ଲକ୍ଷ୍ୟ ପିଛା କରି ଭାରତ ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ୧ ଓ୍ଵିକେଟ୍ ହରାଇ ୩୯ ରନ କରିଛି।…

ଇଂଲଣ୍ଡ-ଭାରତ ଟେଷ୍ଟ:  ଦ୍ୱିତୀୟ ପାଳିରେ ୧୭୮ରେ ଅଟକିଲା ଇଂଲଣ୍ଡ, ଭାରତକୁ ବିଜୟ ପାଇଁ ଦରକାର ୪୨୦ ରନ୍

ଚେନ୍ନାଇ: ଚେନ୍ନାଇରେ ଭାରତ ଓ ଇଂଲଣ୍ଡ ମଧ୍ୟରେ  ଚାଲିଥିବା ପ୍ରଥମ ଟେଷ୍ଟରେ ଇଂଲଣ୍ଡ ଦ୍ୱିତୀୟ ପାଳିରେ  ୧୭୮ କରିବାକୁ ସକ୍ଷମ ହୋଇଛି । ଫଳରେ ଟିମ୍ ଇଣ୍ଡିଆ ଆଗରେ ୪୨୦ ରନର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ପ୍ରଥମ ଇନିଂସରେ ୨୪୧ ରନରେ ଆଗୁଆ ଥିବା ଇଂଲଣ୍ଡ ଟିମ୍ ଦ୍ୱିତୀୟ ଇନିଂସରେ ମାତ୍ର ୧୭୮…

ଭାରତ-ଇଂଲଣ୍ଡ ଫ୍ରଥମ ଟେଷ୍ଟ: ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୨୬୩/୩

ଚେନ୍ନାଇ: କରୋନା ପାଇଁ ଅଟକିଥିବା କ୍ରିକେଟ ଖେଳ ଦୀର୍ଘଦିନ ପରେ ଭାରତରେ ଆରମ୍ଭ ହୋଇଛି । ଇଂଲଣ୍ଡ ଭାରତ ଗସ୍ତରେ ଆସି ପ୍ରଥମ ଟେଷ୍ଟ  ମ୍ୟାଚ ଖେଳିବା ଆରମ୍ଭ କରିଛି ।  ଆଜି ପ୍ରଥମ ମ୍ୟାଚର ପ୍ରଥମ ଦିନ ଖେଳରେ ଇଂଲଣ୍ଡ ଦୃଢ ବ୍ୟାଟିଙ୍ଗ କରି ୩ ୱିକେଟ୍ ହରାଇ ୨୬୩ ରନ୍ ସଂଗ୍ରହ କରିଛି । ଟିମ୍…

ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍: ଦକ୍ଷିଣ ଆଫ୍ରିକାକୁ ହରାଇ ପଏଣ୍ଟ ତାଲିକାର ପଞ୍ଚମ ସ୍ଥାନରେ ପାକିସ୍ତାନ

କରାଚି: ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ପଏଣ୍ଟ ତାଲିକାର ପଞ୍ଚମ ସ୍ଥାନରେ ପାକିସ୍ତାନ । ଦକ୍ଷିଣ ଆଫ୍ରିକା ଓ ପାକିସ୍ତାନ ମଧ୍ୟରେ ଜାନୁଆରୀ ୨୬ ରୁ ଆରମ୍ଭ ହୋଇଥିବା ଟେଷ୍ଟ ମ୍ୟାଚ ଆଜି ସମାପ୍ତ ହୋଇଛି । ପାକିସ୍ତାନରେ ଚାଲୁଥିବା ଟେଷ୍ଟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଘରୋଇ ଟିମ…

ସିଡନୀ ଟେଷ୍ଟ: ସ୍ମିଥଙ୍କ ଶତକ ବଳରେ ଅଷ୍ଟ୍ରେଲିଆ କଲା ୩୩୮ ରନ୍

ସିଡନୀ: ବର୍ଡର ଗାଭାସ୍କର ଟ୍ରଫିର ତୃତୀୟ ମ୍ୟାଚର କେଳ ଚାଲୁ ରହିଛି । ସିଡନୀରେ ଖେଳାଯାଉଥିବା ଏହି ଟେଷ୍ଟ ମ୍ୟାଚରେ ପ୍ରଥମ ପାଳିରେ ଅଷ୍ଟ୍ରେଲିଆ ତାର ସମସ୍ତ ୱିକେଟ ହରାଇ ୩୩୮ ରନ କରିଛି । କଙ୍ଗାରୁ ଟିମ୍  ପ୍ରଥମେ ଟସ୍ ଜିତି ବ୍ୟାଟିଙ୍ଗ କରିବାକୁ ନିଷ୍ପତ୍ତି ନେଇଥିଲା ।  ଅଷ୍ଟ୍ରେଲିଆ…

ସିଡନୀ ଟେଷ୍ଟର ପ୍ରଥମ ଦିନ ଖେଳ ସୁଦ୍ଧା ଅଷ୍ଟ୍ରେଲିଆ ୧୬୬/୨

ସିଡନୀ: ବର୍ଡର ଗାଭାସ୍କର ଟ୍ରଫିର ତୃତୀୟ ମ୍ୟାଚର ପ୍ରଥମ ଦିନ ଖେଳ ଶେଷ ହୋଇଛି ।  ସିଡିନୀ ଗ୍ରାଉଣ୍ଡରେ ଖେଳାଯାଉଥିବା ଏହି ଟେଷ୍ଟ ମ୍ୟାଚରେ ପ୍ରଥମ ଦିନରେ ପକଙ୍ଗାରୁ ଟିମ୍ ୨ ଓ୍ୱିକେଟ୍ ହରାଇ ୧୬୬ ରନ୍ କରିଛି । ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟିମ ପ୍ରଥମେ ଟସ୍ ଜିତି ବ୍ୟାଟିଙ୍ଗ କରିବାକୁ…

ସୟଦ ମୁସ୍ତାକ ଅଲି ଟି-ଟ୍ୱେଣ୍ଟି: ପ୍ରଥମ ଥର ପାଇଁ ମୁମ୍ବାଇ ଟିମରେ ସ୍ଥାନ ପାଇଲେ ଅର୍ଜୁନ ତେନ୍ଦୁଲକର

ମୁମ୍ବାଇ: ସୟଦ ମୁସ୍ତାକ ଅଲି ଟି-ଟ୍ୱେଣ୍ଟି ଖେଳିବେ ଅର୍ଜୁନ ତେନ୍ଦୁଲକର । ପ୍ରଥମ ଥର ପାଇଁ ମୁମ୍ବାଇ ସିନିୟର ଟିମରେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ସ୍ଥାନ ପାଇଛନ୍ତି ।  ସେ ସୟଦ ମୁସ୍ତାକ ଅଲି ଟ୍ରଫି ପାଇଁ ମୁମ୍ବାଇ ପକ୍ଷରୁ ଘୋଷିତ ୨୨ ଜଣିଆ…
ବ୍ରେକିଂ