Browsing Tag

thunderstorm

କାଳବୈଶାଖୀ ପ୍ରଭାବରେ ଘର ଛପର ଉଡ଼ିଲା

ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ଉପାନ୍ତ ଅଂଚଳରେ ଦେଖିବାକୁ ମିଳିଛି କାଳବୈଶାଖୀ ତାଣ୍ଡବ । ଏହା ପ୍ରଭାବରେ ବହୁ ଲୋକଙ୍କ ଘର ଛପର ଉଡିଯିବା ସହ  ଫସଲ ଓ ଘରର ଆସବାବ ପତ୍ର ନଷ୍ଟ ହୋଇଥିବା ଜଣାପଡିଛି l ପବନର ବେଗ ଏତେ ଜୋରରେ ଥିଲା ଯେ ବହୁ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଥିବା…

କଟକରେ କାଳବୈଶାଖୀ ତାଣ୍ଡବରୁ ଉତ୍ତେଜନା

କଟକ : ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି କାଳବୈଶାଖୀ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି । ଆଜି ଅପରାହ୍ଣ ୧୨ଟା ପରେ ଅଚାନକ କଳାହାଣ୍ଡିଆ ମେଘ ଘୋଟି ଆସିଲା । କେତେକ ସ୍ଥାନରେ ପ୍ରବଳ ବର୍ଷା ସହିତ ପବନ ବହିଥିବା ଦେଖିବାକୁ ମିଳିଛି । ତେବେ କଟକରେ ପବନର ବେଗ ଅଧିକ ବହିବା ଦ୍ୱାରା ନୂଆପଡ଼ା…

୯ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟରେ କାଳବୈଶାଖୀର ପ୍ରଭାବ ଆଜି ବି ଜାରି ରହିବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଆଭ୍ୟନ୍ତର, ପଶ୍ଚିମ, ଦକ୍ଷିଣ ଓ ଉପକୂଳର ୧୪ଟି ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ଓ ଘୂର୍ଣ୍ଣିଝଡ଼ର ସମ୍ଭବାନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର…
ବ୍ରେକିଂ