Browsing Tag

tiger skin seized

କଳାହାଣ୍ଡିରେ ବାଘ ଛାଲ ଜବତ, ଜଣେ ଗିରଫ

କଳାହାଣ୍ଡି :  କଳାହାଣ୍ଡି ଗୋଲାମୁଣ୍ଡା ବ୍ଲକ କେ. ଗାଁ ରେଞ୍ଜ ଟିଙ୍ଗିପଦରରେ ବାଘ ଛାଲ ଜବତ ହୋଇଛି  । ବାଘ ଛାଲ ଓ ନଖ ଜବତ କଲା କେ. ଗାଁ ବନ ବିଭାଗ । ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି  । ଟିଙ୍ଗିରିପଦରରେ ବିକ୍ରି ବେଳେ ଚଢାଉ କରି ଜବତ କଲା ବନ ବିଭାଗ  । ବାଘ ଛାଲ ବିକ୍ରି କରୁଥିବା…

ଦେବଗଡ଼ରୁ ବାଘଛାଲ ଜବତ, ୪ ଗିରଫ

ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ରେଞ୍ଜରୁ ବାଘ ଛାଲ ଜବତ ।  ଏଥିରେ ସଂପୃକ୍ତି ଥିବା ୪ ଜଣଙ୍କୁ ଗିରଫ କରାଛି ବନ ବିଭାଗ । ଗିରଫ ଅଭିଯୁକ୍ତମାନେ ହେଲେ ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଫାସିମାଲ ନିକଟସ୍ଥ ଟୁଲୁପ ଗ୍ରାମର ମନୋହର ମାଝି, ଗୁରୁଜିପାଲି ଗ୍ରାମର ପଦ୍ମନାଭ ଦଣ୍ଡପାଳ, ନାକଟିଦେଉଳ…

୪ ବାଘ ଛାଲ ଜବତ, ୪ ଅଭିଯୁକ୍ତ ଗିରଫ

କଳାହାଣ୍ଡି : ଓ୍ବାଇଲ୍ଡ ଲାଇଫ୍ କ୍ରାଇମ୍ କଣ୍ଟ୍ରୋଲ ବ୍ୟୁରୋ ଟିମ୍  ଦକ୍ଷିଣ ବନଖଣ୍ଡ ଶଗଡା ଅଞ୍ଚଳରୁ ୩ କଲରାପତରିଆ ବାଘ ଛାଲ ସହ ଗୋଟିଏ ମହାବଳ ବାଘ ଛାଲ ଜବତ କରିଛି । ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଦକ୍ଷିଣ ବନଖଣ୍ଡ ଶଗଡା ଅଞ୍ଚଳରେ ବାଘ କାରବାର ନେଇ ବିଶେଷ ସୂତ୍ରରୁ ସୂଚନା…

ବାଘ ଛାଲ ଜବତ, ଅଭିଯୁକ୍ତ ଫେରାର

ଲଙ୍ଗଳେଶ୍ୱର: ବାଲିଆପାଳ ଥାନା ଅନ୍ତର୍ଗତ ମଧୁପୁରା କୋଷ୍ଟ କେନାଲ ରୋଡରୁ ବାଘ ଛାଲ ଜବତ କରିବାରେ ସକ୍ଷମ ହୋଇଛି ବନବିଭାଗ । ଏହାର ଲମ୍ବ ୩ ଫୁଟ ହେବ । ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର । ସୂଚନାମୁତାବତ ଲଙ୍ଗଳେଶ୍ୱର ବନ ବିଭାଗ ପକ୍ଷରୁ ପେଟ୍ରୋଲିଂ ଚାଲୁଥିଲା । ଏହି ସମୟରେ ମଧୁପୁରା କୋଷ୍ଟ…
ବ୍ରେକିଂ