Browsing Tag

Tokyo Olympic

ଧ୍ୱଜା ବାହକ ଭାବେ ମୁଁ ଗର୍ବିତ : ମେରୀ କମ

ଟୋକିଓ: ଟୋକିଓ ଅଲମ୍ପିକର ଉଦ୍‌ଘାଟନୀ ସମାରୋହର କେଇ ଘଣ୍ଟା ପୂର୍ବରୁ ଭାରତର ଧ୍ୱଜାବାହକ ମେରୀ କମ ଶୁକ୍ରବାର ଭାବବିହ୍ୱଳ ହୋଇପଡିଛନ୍ତି । ଦେଶର ପ୍ରତିନିଧିତ୍ୱ କରୁଥିବା ମେରୀ ହାତରେ ତ୍ରିରଙ୍ଗା ଧରି ଭାରତୀୟ ଅଲମ୍ପିକ ଟିମର ନେତୃତ୍ୱ ନେବେ । ଏହି ବିରଳ ସୁଯୋଗ ମିଳିଥିବାରୁ ଅତ୍ୟନ୍ତ…

ଟୋକିଓ ଅଲମ୍ପିକ: ସମସ୍ତ ଭାରତୀୟ ଖେଳାଳିଙ୍କୁ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭାରତୀୟ ଅଲମ୍ପିଆନଙ୍କୁ ଶୁକ୍ରବାର ଶୁଭେଚ୍ଛା ଜଣାଇଛନ୍ତି । ଜାପାନ ରାଜଧାନୀରେ ଟୋକିଓ ୨୦୨୦ ଅଲମ୍ପିକର ଉଦ୍‌ଘାଟନୀ ସମାରୋହ ପୂର୍ବରୁ ଅଲମ୍ପିକ ଖେଳରେ ଭାରତର ପ୍ରତିନିଧିତ୍ୱ କରିବାକୁ ଯାଉଥିବା ଖେଳାଳିଙ୍କୁ ଶୁଭକାମନା ଜଣାଇଛନ୍ତି ରାଷ୍ଟ୍ରପତି…

ଆଜିଠୁ ବିଶ୍ୱ କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସ

ଟୋକିଓ: ମହାମାରୀର ଭୟ ମଧ୍ୟରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସ । ଦେଶବାସୀଙ୍କ ବିରୋଧ ଓ ବିକ୍ଷୋଭ ସତ୍ତ୍ୱେ ବିନା ଦର୍ଶକରେ ଆରମ୍ଭ ହେବାକୁ ଯାଉଛି ବିଶ୍ୱର ଏହି ପୁରାତନ ଓ ସର୍ବଶ୍ରେଷ୍ଠ ପ୍ରତିଷ୍ପର୍ଦ୍ଧା । ଚଳିତ ଥରର ଅଲିମ୍ପିକ୍ସରେ ୨୦୦ରୁ ଅଧିକ ଦେଶର…

ମହିଳା ତୀରନ୍ଦାଜିର ରାଙ୍କିଂ ରାଉଣ୍ଡରେ ନବମରେ ଦୀପିକା କୁମାରୀ

ଟୋକିଓ: ଆଜିଠାରୁ ଜାପାନର ରାଜଧାନୀ ଟୋକିଓରେ ଅଲିମ୍ପିକ୍ ଖେଳ ଆରମ୍ଭ ହେଉଛି । ଉଦଘାଟନୀ ସମାରୋହ ପୂର୍ବରୁ ହିଁ ଭାରତର ଧନୁର୍ଦ୍ଧାରୀମାନେ ର଼୍ୟାଙ୍କିଙ୍ଗ ରାଉଣ୍ଡ ପାଇଁ ମୈଦାନରେ ପ୍ରବେଶ କରିଥିଲେ। ତୀରନ୍ଦାଜିରେ ବିଶ୍ୱର ଶ୍ରେଷ୍ଠ ଖେଳାଳି ଦୀପିକା କୁମାରୀ ଅଲିମ୍ପିକ୍ ଖେଳର ପ୍ରଥମ ଦିନରେ…

ଅଲିମ୍ପିକ ଭିଲେଜରେ ୨ ଆଥଲେଟ୍ କରୋନା ପଜିଟିଭ୍

ଟୋକିଓ : ଜାପାନର ରାଜଧାନୀ ଟୋକିଓରେ ହେବାକୁ ଥିବା ଅଲିମ୍ପିକ୍ ଗେମ୍ସରେ କରୋନାର ପ୍ରଭାବ କ୍ରମାଗତ ବୃଦ୍ଧି ପାଉଛି । ଅଲିମ୍ପିକ ଭିଲେଜରେ ୨ ଆଥଲେଟ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ଆୟୋଜକ ସୂଚନା ଦେଇଛନ୍ତି । ଗତକାଲି ଅଲିମ୍ପିକ ଭିଲେଜରେ ଜଣେ ପଜିଟିଭ୍ ଚିହ୍ନଟ ହୋଇଥିଲେ ।…

ଟୋକିଓ ଅଲିମ୍ପିକ୍ସ ବିନା ଦର୍ଶକରେ ଆୟୋଜିତ ହେବ

ଟୋକିଓ:  ବିନା ଦର୍ଶକରେ ଆୟୋଜିତ ହେବ ଟୋକିଓ ଅଲିମ୍ପିକ୍ସ ।  ଚଳିତ ମାସରେ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସ ପାଇଁ ଦର୍ଶକଙ୍କୁ ଅନୁମତି ଦିଆଯିବ ନାହିଁ। ଟୋକିଓ ଅଲିମ୍ପିକ୍ ମନ୍ତ୍ରୀ ତାମାୟୋ ମାରୁକାୱା ଆଜି ଏହା ଘୋଷଣା କରିଛନ୍ତି। ଜାପାନରେ କରୋନା ମହାମାରୀ ଦ୍ରୁତ ବେଗରେ ବଢ଼ୁଥିବାରୁ…
ବ୍ରେକିଂ