Browsing Tag

Tokyo Olympics 2020

ବିଶ୍ୱ ଜାଭେଲିନ ଥ୍ରୋ ରାଙ୍କର ଦ୍ୱିତୀୟରେ ନୀରଜ ଚୋପ୍ରା

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ସ୍ୱର୍ଣ୍ଣ ଜିତିଥିବା ଜାଭେଲିନ୍ ଥ୍ରୋଭର ନୀରଜ ଚୋପ୍ରା ବିଶ୍ୱ ଜାଭେଲିନ ଥ୍ରୋ ରାଙ୍କର ଦ୍ୱିତୀୟ ସ୍ଥାନରେ ପହଞ୍ଚି ଯାଇଛନ୍ତି। ୨୩ ବର୍ଷୀୟ ନୀରଜଙ୍କର ପଏଣ୍ଟ ସଂଖ୍ୟା ୧୩୧୫ ରହିଛି। । ଜାଭେଲିନ୍ ଥ୍ରୋରେ ଜର୍ମାନୀର ଜୋହାନେସ ଭିଟର ୧୩୯୬ ପଏଣ୍ଟ…

ଟୋକିଓ ଅଲମ୍ପିକ୍ସ-୨୦୨୦ ଉଦଯାପିତ

ଟୋକିଓ: ସମାପିତ ହୋଇଛି ଟୋକିଓ ଅଲମ୍ପିକ୍ସ-୨୦୨୦ । କରୋନା କାରଣରୁ ଏକ ବର୍ଷ ବିଳମ୍ବରେ ହୋଇଥିବା ଏହି ଅଲିମ୍ପିକ୍ସରେ ସମଗ୍ର ବିଶ୍ୱର ୧୧ ହଜାର କ୍ରୀଡାବିତ ଅଂଶଗ୍ରହଣ କରିଥିଲେ । ଏହି କ୍ରୀଡାବିତଙ୍କ ମଧ୍ୟରୁ କିଛି ପଦକ ସହିତ ଫେରିଥିବା ବେଳେ କିଛି କ୍ରୀଡାବିତ ଜୀବନବ୍ୟାପୀ ଅଭିଜ୍ଞତା ସହିତ…

ଭିସି ଜରିଆରେ ଭାରତୀୟ ମହିଳା ହକି ଦଳ ସହ ପ୍ରଧାମନ୍ତ୍ରୀ କଥା ହେଲେ

ଟୋକିଓ: ଟାକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ହକି ଦଳ ବ୍ରିଟେନ ବିପକ୍ଷରେ ପରାଜୟର ସମ୍ମୁଖୀନ ହୋଇଛି ସତ ମାତ୍ର ଦଳ ୧୩୦ କୋଟି ଦେଶବାସୀଙ୍କ ହୃଦୟ ଜିତି ନେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହିଳା ହକି ଦଳକୁ ଫୋନ କରି ତାଙ୍କୁ ସାନ୍ତ୍ୱନା ଦେଇଥିଲେ। ମୋଦି ଫୋନ କରିବା ମାତ୍ରେ…

କୁସ୍ତିରେ ରବି ଦାହିୟାଙ୍କୁ ରୌପ୍ୟ

ଟୋକିଓ: ଭାରତୀୟ ରେସଲର ରବି ଦାହିୟାଙ୍କୁ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡିଛି । ଗୁରୁବାର ନିଜର ପଞ୍ଚମ ପଦକ ହାସଲ କରିଛି ଭାରତ । ୫୭ କିଗ୍ରା ଓଜନ ବର୍ଗରେ ଭାରତର ରବି ଦାହିୟା ରୌପ୍ୟ ପଦକ ଜିତିବା ସହିତ ଚଳିତ ଟୁର୍ଣ୍ଣାମେଣ୍ଟରେ ଭାରତ ପାଇଁ ଦ୍ୱିତୀୟ ରୌପ୍ୟ ଜିତିଛନ୍ତି । ବିଶ୍ୱ ଚାମ୍ପିୟନ…

ଟୋକିଓ ଅଲିମ୍ପିକ୍ସ:  ଆଜି ମହିଳା ହକି ସେମିଫାଇନାଲ

ଟୋକିଓ: ରାନୀ ରାମପଲଙ୍କ ନେତୃତ୍ବାଧିନ ଭାରତୀୟ ମହିଳା ହକି ଦଳ ଅବିଶ୍ବସନୀୟ ଖେଳ ପ୍ରଦର୍ଶନ କରି ପ୍ରଥମଥର ଅଲିମ୍ପିକ୍ସ ସେମିଫାଇନାଲରେ ପ୍ରବେଶ କରିଛି । ଭାରତ କ୍ବାର୍ଟର ଫାଇନାଲରେ ତିନିଥରର ଗୋଲ୍ଡ ମେଡାଲିଷ୍ଟ ଅଷ୍ଟ୍ରେଲିଆକୁ ୧-୦ରେ ହରାଇଛି । ବୁଧବାର ଭାରତ ଓ ଆର୍ଜେଣ୍ଟିନା ମଧ୍ୟରେ…

ସିନ୍ଧୁଙ୍କ ସଫଳତା ପାଇଁ ଆନ୍ଧ୍ର ସରକାରଙ୍କ ୩୦ ଲକ୍ଷ ପୁରସ୍କାର ଘୋଷଣା

ତେଲେଙ୍ଗାନା: ଟୋକିଓ ଅଲିମ୍ପିକରେ ସିନ୍ଧୁଙ୍କ ସଫଳତା ପାଇଁ ଛୁଟିଛି ଶୁଭେଚ୍ଛାର ସୁଅ । ତେବେ ସିନ୍ଧୁଙ୍କ ଏହି ସଫଳତା ଲାଗି ଆନ୍ଧ୍ରପ୍ରଦେଶ ସରକାର ୩୦ ଲକ୍ଷ ଟଙ୍କା ପୁରସ୍କୃତ ଘୋଷଣା କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ଓ୍ୱାଇ.ଏସ ଜଗନମୋହନ ରେଡ୍ଡୀ କହିଛନ୍ତି । ଟୋକିଓ ଅଲିମ୍ପିକ୍ସରେ …

ବକ୍ସିଂର ୫୨ କେଜି ପ୍ରିଲିମନାରୀ ରାଉଣ୍ଡରେ ହାରିଲେ ଅମିତ ପଙ୍ଗଲ

ଟୋକିଓ: ଅଲିମ୍ପିକ୍ସରେ ବକ୍ସିଂର ୫୨ କେଜି ପ୍ରିଲିମନାରୀ ରାଉଣ୍ଡରେ ହାରିଲେ ଅମିତ ପଙ୍ଗଲ। ବିଶ୍ୱ ମାନ୍ୟତାର ନମ୍ବର ୱାନ୍‌ରେ ଥିବା ପଙ୍ଗଲ ହାରି ବିଦାୟ ନେଲେ । କଲମ୍ବିଆର ହେନେରୀ ମାର୍ଟିନେଜଙ୍କ ଠାରୁ ୧-୪ରେ ହାରିଲେ ଅମିତ ପଙ୍ଗଲ। ଅମିତ ପଙ୍ଗଲ ପ୍ରଥମ ରାଉଣ୍ଡ ମ୍ୟାଚ୍ ଜିତିଥିଲେ ।…

ତୀରନ୍ଦାଜରେ ଭାରତର ପଦକ ଆଶା ଧୂଳିସାତ୍‌

ଟୋକିଓ: ଭାରତର ଷ୍ଟାର ତୀରନ୍ଦାଜ ଦୀପିକା କୁମାରୀ ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ହାରି ଯାଇଛନ୍ତି । ଫଳରେ ଭାରତର ଆଉ ଏକ ପଦକ ହାତଛଡା ହୋଇଛି । ଦକ୍ଷିଣ କୋରିଆର ଏନ ସେନ ୦-୬ରେ ଦୀପିକାଙ୍କୁ ପରାସ୍ତ କରିଛନ୍ତି । ଟପ ସିଡ ଏନସେନ ମ୍ୟାଚରେ ଦୀପିକାଙ୍କୁ ପ୍ରତ୍ୟାବର୍ତନ କରିବାରେ…

ଅଲମ୍ପିକରେ କାଲି ଦୌଡିବେ ଦୂତି

ଭୁବନେଶ୍ୱର:   ଓଡ଼ିଶାର ଦୌଡ଼ରାଣୀ ଦୂତି ଚାନ୍ଦ କାଲି ଟୋକିଓ ଅଲମ୍ପିକ୍ସ ଖେଳିବେ । ସେ ଏକମାତ୍ର ଭାରତୀୟ ଆଥ୍‌ଲେଟିକ୍‌, ଯିଏ କି ଦୁଇଟି ଇଭେଣ୍ଟ ଯଥା-୧୦୦ ମିଟର ଦୌଡ଼ ଓ ୨୦୦ ମିଟର ଦୌଡ଼ରେ ଭାଗ ନେଉଛନ୍ତି । କାଲି ୧୦୦ ମିଟର ଦୌଡ଼ ହେବ । ଭାରତୀୟ ସମୟ ଅନୁଯାୟୀ ସକାଳ ୮ରୁ ୯ଟା ଭିତରେ…

ଭାରତକୁ ବଡ଼ ଝଟ୍‌କା: ବକ୍ସିଂରେ ମେରିକମଙ୍କ ପରାଜୟ

ଟୋକିଓ : ଟୋକିଓ ଅଲିମ୍ପିକ୍ସରେ ଭାରତକୁ ଏକ ଝଟ୍‌କା ଲାଗିଛି। ଷ୍ଟାର ବକ୍ସର ମେରିକମଙ୍କୁ ପରାଜୟର ସାମ୍ନା କରିବାକୁ ପଡିଛି।  କଲମ୍ବିଆର ଲୋରେନା ଭାଲେନସିଆଙ୍କଠାରୁ ୨-୩ରେ ହାରିଯାଇଛନ୍ତି। ପ୍ରଥମ ରାଉଣ୍ଡରେ ହାରିବା ପରେ ଦ୍ୱିତୀୟ ରାଉଣ୍ଡରେ ମେରିକମ ଜବରଦସ୍ତ ଭାବେ ମ୍ୟାଚ୍‌କୁ ଫେରିଥିଲେ।…
ବ୍ରେକିଂ