Browsing Tag

Top Headlines Today

୨୦ ଦିନ ଲଢେଇ କରି ନବଜାତ ଶିଶୁ କରୋନାକୁ ହରାଇଲା

ଭୁବନେଶ୍ୱର: ରଖେ ହରି ମାରେ କିଏ ! ୨୦ ଦିନ କରୋନା ସହ ଲଢେଇ କରି ସୁସ୍ଥ ହୋଇ ଘରକୁ ଫେରିଲା ନବଜାତ ଶିଶୁ । ଏହା କେତେ ଯେ ଭୟଙ୍କର ତାହା ଏଥିରୁ ସ୍ପଷ୍ଟ ଜଣାପଡୁଛି । ଜନ୍ମ ହେଉ ହେଉ ମହାମାରୀ ଅପଶକ୍ତି ତାକୁ ସତେ ଯେପରି ମାଡିବସିଲ। କିନ୍ତୁ ଯେଉଁ ମହାମାରୀ ପାଇଁ ଆଜି ସାରା ଦେଶକୁ କବଳିତ…

ଭୁବନେଶ୍ୱରରୁ ଆଜି ୯୮୮ ଆକ୍ରାନ୍ତ ଚିହ୍ନଟ, ୭୭୭ ସୁସ୍ଥ

ଭୁବନେଶ୍ୱର : ରାଜ୍ୟରେ ଲକଡାଉନ ସତ୍ତ୍ୱେ ବଢିବାରେ ଲାଗିଛି ମହାମାରୀ କରୋନା । ତେବେ ଆଜି ରାଜଧାନୀ ଭୁବନେଶ୍ୱରରୁ ୯୮୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରାଣ୍ଟାଇନ ସେଣ୍ଟରରୁ ୧୬୬ ଜଣ ଚିହ୍ନଟ ହୋଇଥିବା ବେଳେ ୮୨୨ ଲୋକାଲ କେସ ଚିହ୍ନଟ ହୋଇଛନ୍ତି । ସେହିପରି ୭୭୭ କରୋନା ଆକ୍ରାନ୍ତ…

କରୋନା ଆକ୍ରାନ୍ତ ସାମ୍ବାଦିକ ଓ ସେମାନଙ୍କ ପରିବାରକୁ ମଧ୍ୟପ୍ରଦେଶ ସରକାରଙ୍କ ସହାୟତା ଘୋଷଣା

ଭୋପାଳ: ଦେଶରେ ବେକାବୁ ମହାମାରୀ କରୋନା । ତେବେ ଏହାରି ମଧ୍ୟରେ ନିଜ ଜୀବନକୁ ବାଜି ଲଗାଇ ଖବର ସଂଗ୍ରହ କରି ଲୋକଙ୍କ ନିକଟରେ ପହଞ୍ଚାଉଥିବା ସାମ୍ବାଦିକଙ୍କ ପାଇଁ ବଡ ଘୋଷଣା କରିଛନ୍ତି ମଧ୍ୟପ୍ରଦେଶ ସରକାର । ଏହି ସମୟରେ ଅନେକ ସାମ୍ବାଦିକ ଖବର ସଂଗ୍ରହ କଲାବେଳେ କିଏ କରୋନାରେ ଆକ୍ରାନ୍ତ…

ଦେବଗଡରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସପିଟାଲ ସ୍ଥାପନ ପାଇଁ ଦାବୀ

ଦେବଗଡ: ଦେବଗଡ ଜିଲାରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସପିଟାଲ ସ୍ଥାପନ ପାଇଁ ଦାବୀ । ଏଥିସହ  କେନ୍ଦ୍ର ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଉଭୟ ସାଂସଦ ଓ ବିଧାୟକ । ସୂଚନାମୁତାବକ ରାଜ୍ୟରେ ଦିନକୁ ଦିନ ମାଡି ଚାଲିଛି କରୋନା ସଂକ୍ରମଣଙ୍କ ସଂଖ୍ୟା । ସଂକ୍ରମିତ ମାନଙ୍କ ଚିକିତ୍ସା ନିମନ୍ତେ…

ଅମ୍ଲଜାନ ଅଭାବରୁ ଗୋଆର ଏକ କୋଭିଡ୍‌ ମେଡିକାଲରେ ୭୪ ରୋଗୀଙ୍କ ମୃତ୍ୟୁ

ଗୋଆ: ଦେଶରେ ଅଣାୟତ୍ତ ହେବାରେ ଲାଗିଛି ମହାମାରୀ କରୋନା । ଏଭଳି ପରିସ୍ଥିତିରେ ଅଧିକ ସମସ୍ୟା ସୃଷ୍ଟି କରୁଛି ଅକ୍ସିଜେନ ଅଭାବ । ଯେଉଁଥିପାଇଁ ରାଜ୍ୟର ବୃହତ୍ତମ କୋଭିଡ୍‌ ଚିକିତ୍ସାଳୟ ‘ଗୋଆ ମେଡିକାଲ୍‌ କଲେଜ୍‌ ଆଣ୍ଡ୍‌ ହସ୍ପିଟାଲ୍‌’ରେ ୭୪ଜଣ ରୋଗୀଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି…

ଜି.ମାଥିଭାଥନନଙ୍କୁ ବିଏମସି ପ୍ରଶାସକ ଦାୟିତ୍ୱ

ଭୁବନେଶ୍ୱର : ଜି.ମାଥିଭାଥନନଙ୍କୁ ବିଏମସି ପ୍ରଶାସକ ଦାୟିତ୍ୱ । ନଗର ଉନ୍ନୟନ ସଚିବ ଜି.ମାଥିଭାଥନନଙ୍କୁ ବିଏମସି ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସଂଗ୍ରାମଜିତ ନାୟକଙ୍କ ସ୍ଥାନରେ ନିଯୁକ୍ତି ପାଇଲେ ମାଥଭାଥନନ । ୧୯୯୪ ବ୍ୟାଚ ଓଡିଶା-କ୍ୟାଡର ଆଇଏଏସ୍ ଅଧିକାରୀ…

ଅକ୍ଟୋବର ୧୦କୁ ସିଭିଲ୍ ସର୍ଭିସ ପ୍ରିଲିମିନାରୀ ପରୀକ୍ଷା ଘୁଞ୍ଚିଲା

ନୂଆଦିଲ୍ଲୀ: ଘୁଞ୍ଚିଲା ସିଭିଲ୍ ସର୍ଭିସ (ପ୍ରିଲିମିନାରୀ) ପରୀକ୍ଷା । ଜୁନ୍ ୨୭ରେ ହେବାକୁ ଥିବା ଏହି ପରୀକ୍ଷା ଅକ୍ଟୋବର ୧୦କୁ ଘୁଞ୍ଚାଇ ଦିଆଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି UPSC ଏଭଳି ନିଷ୍ପତ୍ତି ନେଇଛି। ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଛି। ଏହି ସମୟରେ ଆୟୋଜିତ…

କରୋନା ପାଇଁ ୬ ଟି ପାସେଞ୍ଜର ଟ୍ରେନ ଓ ୩ ବିଶେଷ ଟ୍ରେନ ବାତିଲ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ରୋକିବା ପାଇଁ ରେଳବାଇର ନୂଆ ପଦକ୍ଷେପ । କରୋନା ସଂକ୍ରମଣର ଚେନକୁ ଭାଙ୍ଗିବା ପାଇଁ ଦୈନିକ ଚଳାଚଳ କରୁଥିବା ୬ ଯୋଡ଼ା ମେମୁ ଓ ପାସେଞ୍ଜର ଟ୍ରେନ ଆସନ୍ତା ୨୩  ତାରିଖ ପର୍ଯ୍ୟନ୍ତ ବାତିଲ କରାଯାଇଛି । ଏଥିସହ ତିନି ଯୋଡ଼ା ବିଶେଷ ଟ୍ରେନ ମଇ ମାସ ୧୪ ତାରିଖ…

ମହାରାଷ୍ଟ୍ରରେ ପୁଣି ମେ ୩୧ ଯାଏଁ ଲକଡାଉନ୍ ଅବଧି ବୃଦ୍ଧି

ମୁମ୍ବାଇ: ଲକଡାଉନ୍ ସତ୍ତ୍ୱେ ସଂକ୍ରମଣରେ ବ୍ରେକ୍ ଲାଗୁନି। ତେବେ ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରରେ ଲକଡାଉନ୍ ଅବଧିକୁ ପୁଣି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ମେ ୩୧ ଯାଏ ମହାରାଷ୍ଟ୍ରରେ ଲକଡାଉନ୍ ବଳବତ୍ତର ରହିବ । ଏହି ସମୟରେ କେବଳ ଅତ୍ୟାବଶ୍ୟକ ସେବା ଜାରି ରହିବ । ଅନ୍ୟପଟେ…

ସେବା ପାଇଁ ନର୍ସମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର: ଆଜି ବିଶ୍ବ ନର୍ସ ଦିବସ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ଡାକ୍ତର ଖାନା ମାନଙ୍କରେ କାର୍ଯ୍ୟରତ ନର୍ସ ମାନଙ୍କ ସହ ଫୋନ ଯୋଗେ କଥା ହୋଇ ସେମାନଙ୍କୂ ଶୁଭେଚ୍ଛା ଜଣାଇଛନ୍ତି । Nurses are at the forefront in providing care to #COVID19…
ବ୍ରେକିଂ