Browsing Tag

Top Headlines

ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଠିକା କର୍ମଚାରୀଙ୍କ ଆତ୍ମାହୂତି ଉଦ୍ୟମ

ସମ୍ବଲପୁର : ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଠିକା କର୍ମଚାରୀଙ୍କ ଆତ୍ମାହୂତି ଉଦ୍ୟମ । ଏକାଡେମୀ କାଉନସିଲର ମିଟିଂ ଚାଲିଥିବା ବେଳେ ଦେହରେ କିରୋସିନ ଢ଼ାଳି ଆତ୍ମାହୂତି ଉଦ୍ୟମ କରିଛନ୍ତି ଏଠାରେ କାର୍ଯ୍ୟରତ ଜଣେ ଠିକା କର୍ମଚାରୀ । ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି…

ଭୁବନେଶ୍ୱରରେ ସମସ୍ତ ଧର୍ମାନୁଷ୍ଠାନ ବନ୍ଦ

ଭୁବନେଶ୍ୱର:  ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଯାହା ବିଏମସିର ଚିନ୍ତା ବଢାଇଦେଇଛି । ଏହାକୁ ଦୃଷ୍ଟିରେ ରଖି ବିଏମସି ବଡ଼ ନିଷ୍ପତ୍ତି ନେଇଛି  । ଭୁବନେଶ୍ୱରର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ବିଏମସି । ସମସ୍ତ…

ଆଜି ମୁମ୍ବଇ ଇଣ୍ଡିଆନ୍‌ସ-ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ଯରେ କଡା ଟକ୍କର

ଚେନ୍ନଇ : ଚଳିତ ଆଇପିଏଲ୍ ର ୧୩ ତମ ମ୍ୟାଚ୍ ଡିଫେଣ୍ଡିଂ ଚମ୍ପିଆନ୍ ମୁମ୍ବଇ ଇଣ୍ଡିଆନ୍‌ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ । ଚେନ୍ନାଇର ଚେପକ୍ ଠାରେ ହେବାକୁ ଥିବା ମ୍ୟାଚରେ ଦିଲ୍ଲୀ ଦଳ ମୁମ୍ବାଇଠାରୁ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ଚାହିଁବ । ସେହିପରି ମୁମ୍ବାଇ କ୍ରମାଗତ…

ମୁଖ୍ୟ ନିର୍ବାଚନ କମିଶନର ଓ ନିର୍ବାଚନ କମିଶନର କରୋନା ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ତରଙ୍ଗ କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ଦେଶର ମୁଖ ନିର୍ବାଚନ କମିଶନର ଓ ନିର୍ବାଚନ କମିଶନର ମଧ୍ଯ ଏଥିରୁ ବାଦ ପଡିନାହାନ୍ତି । ନୂତନ ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା ଏବଂ ନିର୍ବାଚନ କମିଶନର ରାଜୀବ କୁମାର ମଧ୍ୟ ମହାମାରୀର ଶିକାର…

ଦନ୍ତେୱାଡାରେ ପୋଲିସ-ମାଓବାଦୀ ଗୁଳିବିନମୟ : ଜଣେ ମାଓବାଦୀ ମୃତ

ଦନ୍ତେୱାଡା: ମାଲକାନଗିରି ସୀମାନ୍ତ ଛତିଶଗଡ଼ ଦନ୍ତେୱାଡା ଜିଲ୍ଲାରେ ପୋଲିସକୁ ବଡ ସଫଳତା। ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ କୋଷା ନାମକ  ଜଣେ ମାଓବାଦୀର ମୃତ୍ୟୁ ହୋଇଛି। ନିଲାବାୟା ଜଙ୍ଗଲ ଭିତରେ ମାଓବାଦୀ ମାନେ ଏକ କ୍ୟାମ୍ପ କରି ରହିଥିବା ପୋଲିସର ଗୁଇନ୍ଦା…

କଟକ : ୧୩ କୁମ୍ଭମେଳା ଫେରନ୍ତା କରୋନା ପଜିଟିଭ୍

କଟକ : ରାଜ୍ଯରେ କରୋନା ସଂକ୍ରମଣ ବୃଦ୍ଧି ମଧ୍ୟରେ କୁମ୍ଭ ମେଳା ଫେରାନ୍ତା ସରକାରଙ୍କ ଚିନ୍ତାକୁ ବଢାଇ ଦେଇଛନ୍ତି । କୁମ୍ଭ ମେଳାରୁ କଟକକୁ ଫେରିଥିବା ୩୦ ଜଣଙ୍କ ମଧ୍ୟରୁ ୧୩ ଜଣଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଥିବା ଜଣାପଡିଛି । ଗତକାଲି କଟକ ରେଳ ଷ୍ଟେସନରେ କୁମ୍ଭମେଳାରୁ ୩୦ଜଣ…

ନବୀନ ନିବାସ ସାମ୍ନାରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପ୍ରତିବାଦ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସିବିଏସଇ ଏବଂ ଆଇସିଏସଇ ଦଶମ ବୋର୍ଡ ପରୀକ୍ଷା ବାତିଲ କରାଯାଇଛି । ରାଜ୍ୟ ସରକାର ମଧ୍ଯ ଦଶମ ଓ ଯୁକ୍ତ ଦୁଇ ପରୀକ୍ଷାକୁ ସ୍ଥଗିତ ରଖିଥିଲେ ।  ହେଲେ ବର୍ତ୍ତମାନ ସ୍ଥିତିକୁ ଦୃଷ୍ଟିରେ ରଖି ବୋର୍ଡ ପରୀକ୍ଷା ବାତିଲ କରିବାକୁ ଦାବି କରିଛନ୍ତି ୧୦ମ…

ଲକଡାଉନ୍‌ ପରେ ଭିଟାମାଟି ମୁହାଁ ପ୍ରବାସୀ ଶ୍ରମିକ : ବସ୍‌ଷ୍ଟାଣ୍ଡ-ଷ୍ଟେସନରେ ପ୍ରବଳ ଭିଡ଼

ନୂଆଦିଲ୍ଲୀ : ଦିଲ୍ଲୀରେ ସୋମବାର ରାତି ୧୦ଟାରୁ ଆସନ୍ତା ସୋମବାର ସକାଳ ୬ ଟା ଯାଏ ଲକଡାଉନ୍ ଲାଗୁ ହୋଇଛି । ଲକଡାଉନ ଘୋଷଣା କରିବାବେଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରବାସୀ ଶ୍ରମିକମାନଙ୍କୁ ରାଜଧାନୀ ନଛାଡିବାକୁ ନିବେଦନ କରିଥିଲେ ।  କିନ୍ତୁ ଆନ୍ତଃରାଜ୍ୟ ବସ୍ ବେସ୍ ସମେତ ଅନ୍ୟ…

୨ ବେଆଇନ ମହୁଲ ଚାଲାଣକାରୀ ଗିରଫ: ଟ୍ରକ ଜବତ

ଦେବଗଡ଼ : ବେଆଇନ ମହୁଲ ଚୋରା ଚାଲାଣ ଅଭିଯୋଗରେ କୁଣ୍ଢେଇଗୋଳା ପୋଲିସ ଏକ ୧୬ ଟନ୍ ମହୁଲ ବୋଝେଇ ଟ୍ରକ ଜବତ କରିଛି । ଏଥିସହ ଘଟଣାରେ ସଂପୃକ୍ତ ଦୁଇଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସୂଚନା ଅନୁଯାୟୀ , କୁଣ୍ଢେଇଗୋଳା ଥାନାଧିକାରୀ ରାଜେନ୍ଦ୍ର ମହାପାତ୍ର…

ଦେଶରେ ଦିନକରେ ୨ଲକ୍ଷ ୫୯ହଜାର ୧୭୦ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ତରଙ୍ଗ ଅନିୟନ୍ତ୍ରିତ ହେବାରେ ଲାଗିଛି। ପ୍ରତିଦିନ ରେକର୍ଡ ଭାଙ୍ଗୁଛି ଦୈନିକ କରୋନା ସଂକ୍ରମଣ । କିନ୍ତୁ ଗତକାଲି ଅପେକ୍ଷା ଆଜି ଦୈନିକ ସଂକ୍ରମଣ ସାମାନ୍ଯ ହ୍ରାସ ପାଇଛି । ଗତ ୨୪  ଘଣ୍ଟା ମଧ୍ୟରେ, ୨.୫୯ ଲକ୍ଷ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ…
ବ୍ରେକିଂ