Browsing Tag

twin city

ଶିବଭକ୍ତଙ୍କ ପାଇଁ ସୁବିଧା: ଜାଗର ପାଇଁ ମଧ୍ୟରାତ୍ରୀ ଯାଏଁ ଲିଙ୍ଗରାଜ ମନ୍ଦିରରୁ ବରମୁଣ୍ଡା ଯାଏଁ ସ୍ୱତନ୍ତ୍ର ବସ୍

ଭୁବନେଶ୍ୱର: ଜାଗର ପାଇଁ ଶିବଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି ।  ଆସନ୍ତାକାଲି ମହାଶିବରାତ୍ରୀ ପାଇଁ କ୍ରୁଟ୍ ପକ୍ଷରୁ ସ୍ୱତନ୍ତ୍ର ବସର ବ୍ୟବସ୍ଥା କରାଯାଇଛି । ଶିବଭକ୍ତମାନଙ୍କ ସୁବିଧା ପାଇଁ ରୁଟ ନଂ ୩୨ ବସ ସେବା ମଧ୍ୟ ରାତ୍ରି ଯାଏଁ I Travel in comfort of #MoBus🚌 to…

ସୌମେନ୍ଦ୍ର ପ୍ରିୟଦର୍ଶୀ ନୂଆ ପୋଲିସ୍ କମିଶନର

ଭୁବନେଶ୍ୱର: ବଦଳିରେ କଟକ-ଭୁବନେଶ୍ୱର ପୋଲିସ କମିଶନର । ରାଜ୍ୟ ସରକାର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ନୂଆ ପୋଲିସ କମିଶନର୍ ଭାବେ ନିଯୁକ୍ତ କରିଛନ୍ତି । ସୌମେନ୍ଦ୍ର ପ୍ରିୟଦର୍ଶୀ ହେଉଛନ୍ତି ୧୯୯୫ ବ୍ୟାଚର ବିରିଷ୍ଠ ଆଇପିଏସ୍ ଅଫିସର୍ । ଏବେ ସେ କ୍ରାଇମବ୍ରାଞ୍ଚର ଏଡିଜି ଭାବେ ଦାୟିତ୍ୱ…

ସହରରେ ଛିନତାଇ ରୋକିବ ସ୍ପେଶାଲ ଟିମ୍

ଭୁବନେଶ୍ୱର: ସହରରେ ମାତିଛନ୍ତି ଲୁଟେରା । କିଛି ଦନ ଭିତରେ ସହରରେ ଅନେକ ଲୁଟପାଟ ଘଟଣା ପୋଲିସର ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଦୁର୍ବୃତ୍ତମାନେ ନିଛାଟିଆ ଜାଗା ଦେଖି କେଉଁଠି ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଉଛନ୍ତି ତ ଆଉ କେଉଁଠି ପଥଚାରୀଙ୍କଠୁ ଫୋନ୍‌, ଭ୍ୟାନିଟ୍ ଲୁଟ କରୁଛନ୍ତି…

ରାଜଧାନୀରେ ଲୁଟ୍: ମହିଳାଙ୍କୁ ଆକ୍ରମଣ କରି ସୁନା ଚେନ୍‌ ଲୁଟିଲେ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ମାତିଲେ ଲୁଟେରା । ଘର ବାହାରେ ଫୁଲ ତୋଳୁଥିବା ବେଳେ ଜଣେ ମହିଳାଙ୍କ ଉପରେ ଲୁଟେରା ଆକ୍ରମଣ କରି ସୁନା ଚେନ୍‌ ଲୁଟ୍‌ ନେଇଛନ୍ତି । ଭରତପୁର ଥାନା ଅନ୍ତର୍ଗତ ଖଣ୍ଡଗିରି ବାରି ଅଞ୍ଚଳରେ ଏହି ଘଟଣା ଘଟିଛି । ଲୁଟ୍‌ର ଶିକାର ହୋଇଥିବା ମହିଳାଙ୍କ ନାଁ…

ଭୁବନେଶ୍ୱରରୁ ଗିରଫ୍ ହେଲେ ୪ ଲୁଟେରା

ଭୁବନେଶ୍ୱର: ରାଜଧାନୀରେ ବନ୍ଧାହେଲେ ଲୁଟେରା ।  ଭୁବନେଶ୍ୱରରୁ ୪ ଲୁଟେରାଙ୍କୁ ଗିରଫ ସ୍ପେଶାଲ ସ୍କ୍ୱାଡ କରିଛି । ଲୁଟେରାଙ୍କ ଠାରୁ ୮୦ ଗ୍ରାମର ୧୨ ଟି ଚେନ୍, ୩ ଟି ବାଇକ୍ ଜବତ୍ କରାଯାଇଛି । ଜବତ୍ ହୋଇଥିବା ୧୨ଟି ଚେନର ମୂଲ୍ୟ ପ୍ରାୟ ୪ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।  ଏହି…

ଆସନ୍ତାକାଲି ୨ଟା ଯାଏଁ ଗଡିବନି ‘ମୋ ବସ୍’

ଭୁବନେଶ୍ୱର: ଆସନ୍ତାକାଲି ବନ୍ଦ ରହିବ 'ମୋ ବସ୍' ସେବା । କାଲି କଂଗ୍ରେସର ଓଡିଶା ବନ୍ଦ ଡାକରାକୁ ଦୃଷ୍ଟିରେ ରଖି କ୍ରୁଟ୍ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଦିନ ୨ଟା ପରଠାରୁ ସ୍ୱାଭାବିକ ଭାବେ ମୋ ବସ୍ ଚଳାଚଳ କରିବ । 📢 NOTICE- In view of 7 hrs #OdishaBandh on 15.02.21…

ରାଜଧାନୀରେ ୧୫ ଲକ୍ଷର ଧଳା ଜହର ଜବତ୍

ଭୁବନେଶ୍ୱର:  ଭୁବନେଶ୍ୱରରୁ ଧଳା ଜହର ଜବତ୍ । ଆଜି ଧଉଳି ଛକ ନିକଟରୁ ଅବକାରୀ ବିଭାଗ ୧୫୫ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ । ଏଥି ସହ ଏକ ସ୍କୁଟି ଜବତ ରଖିବା ସହ ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।…

ଭୁବନେଶ୍ୱର ସହିଦନଗରରେ ଖୋଲିଲା ପବ୍ଲିକ୍ ଲାଇବ୍ରେରୀ

ଭୁବନେଶ୍ୱର: ଆଜିର ଦିନରେ ବି ସାମୁହିକ ପାଠାଗାର ଏବଂ ସିଧାସଳଖ ବହି ପଢାର ଅଭ୍ୟାସ ଚାଲୁରହିଛି । ଏହି ଅଭ୍ୟାସକୁ ପ୍ରୋତ୍ସାହନ ଦେବାପାଇଁ ଭୁବନେଶ୍ୱର ମହାନଗର ନିଗମ ଏବଂ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ଼୍(ବି ଏସ୍ ସି ଏଲ୍)ର ମିଳିତ ପ୍ରୟାସରେ ସ୍ଥାପନ ହୋଇଛି ଏକ ସାମୁହିକ ପାଠାଗାର ।…

ରାଜଧାନୀରେ ୧୧ କେଭି ବିଦ୍ୟୁତ ତାରକୁ ଜବତ କାଲା ପୋଲିସ

ଭୁବନେଶ୍ୱର: ଜବତ ହେଲା ପୁଳା ପୁଳା ବିଦ୍ୟୁତ ତାର ।  ରାଜଧାନୀ ଭୁବନେଶ୍ୱରରୁ ବୋହୁ ପରିମାଣର ୧୧ କେଭି ବିଦ୍ୟୁତ ତାର ଜବତ ହୋଇଛି । ସୂଚନା ଅନୁଯାୟୀ, ୧୧ କେଭିର ଲମ୍ବା ତାରକୁ ଛୋଟ ଚୋଟ ଆକାରରେ କାଟି ପୂରୁଣା ଭୁବନେଶ୍ୱର ରଥ ରୋଡର ଏକ ଗୋଦାମରେ ରଖାଯାଇଥିଲା । ଖବର ପାଇ ପୋଲିସ ଘଟଣା…

କବାଡି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ

ଭୁବନେଶ୍ୱର: କବାଡି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ । ଭୁବନେଶ୍ୱର ନନ୍ଦନବିହାର ଅଞ୍ଚଳର ଏକ କବାଡି ଗୋଦାମରେ ଅଗ୍ନିକାଣ୍ଡ ଘଟିଛି । ସୁଭଦ୍ରା ଆପାର୍ଟମେଣ୍ଟ ନିକଟରେ ଥିବା କବାଡି ଗୋଦାମରେ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି । ଏହି ଅଗ୍ନିକାଣ୍ଡରେ କବାଡି ଗୋଦାମରେ ସମସ୍ତ ସାମଗ୍ରୀ…
ବ୍ରେକିଂ