Browsing Tag

union health ministry

ଦେଶରେ ଆଉ ୧୫,୮୨୩ କରୋନା ପଜିଟିଭ ଚିହ୍ନଟ, ୨୨୬ ମୃତ

ନୂଆଦିଲ୍ଲୀ: ଦେଶର ହ୍ରାସ ପାଉଛି ମହାମାରୀ କରୋନା ଆକ୍ରାନ୍ତ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମାତ୍ର ୧୫, ୮୨୩ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମଣ ୩,୪୦,୦୧,୭୪୩ କୁ ବୃଦ୍ଧି ପାଇଛି । ସେହିପରି ଗୋଟିଏ ଦିନରେ ୨୨,୮୪୪ ଜଣ କୋରୋନା ଆକ୍ରାନ୍ତ…

ଗତ ୨୪ ଘଣ୍ଟାରେ ଦେଶରେ ୩୦,୦୯୩ ନୂଆ ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଧିରେ ଧିରେ ହ୍ରାସ ପାଉଛି କରୋନା ଦ୍ୱିତୀୟ ଲହର । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୦,୦୯୩ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଏପର୍ଯ୍ୟନ୍ତ ୩,୧୧,୭୪,୩୨୨ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଗତ ୨୪ ଘଣ୍ଟା ଭିତରେ ଦେଶରେ ୩୭୪ ଜଣଙ୍କର କରୋନାରେ…

ଏଣିକି ଗର୍ଭବତୀ ମହିଳା କରୋନା ଟିକା ନେଇପାରିବେ

ନୂଆଦିଲ୍ଲୀ: ଏଣିକି ଗର୍ଭବତୀ ମହିଳା କରୋନା ଟିକା ନେଇପାରିବେ । ଏନେଇ ଶୁକ୍ରବାର ସୂଚନା ଦେଇଛନ୍ତି ଆଇସିଏମଆର ନିର୍ଦ୍ଦେଶକ । ଏଥିପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଗାଇଡଲାଇନ୍ ଜାରି କରିଛନ୍ତି ବୋଲି ଆଇସିଏମଆର ନିର୍ଦ୍ଦେଶକ ଡାକ୍ତର ବଲରାମ ଭାର୍ଗବ କହିଛନ୍ତି । ସେହିପରି…

କେନ୍ଦ୍ର ସରକାର ବିଭିନ୍ନ କୋଭିଡ ଟିକାର ଦର ନିର୍ଦ୍ଧାରଣ କଲେ

ନୂଆଦିଲ୍ଲୀ: ଧାର୍ଯ୍ୟ ହେଲା ବିଭିନ୍ନ କୋଭିଡ ଟିକାର ଦାମ । ପ୍ରତି ଟିକାର ଡୋଜ୍ ପ୍ରତି ଦର ନିର୍ଦ୍ଧାରଣ କରିଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଘରୋଇ ହସ୍ପିଟାଲରେ କୋଭିସିଲ୍ଡର ଦାମ ଡୋଜ୍ ପିଛା ସର୍ବାଧିକ  ୭୮୦ ଟଙ୍କା ରହିଛି । ସେହିପରି କୋଭାକ୍ସିନ୍ ସର୍ବାଧିକ ଦର ୧୪୧୦ଟଙ୍କା ରହିଥିବା ବେଳେ  …

ଡିସେମ୍ବର ସୁଦ୍ଧା ଦେଶରେ ସମସ୍ତଙ୍କୁ ଟିକା ଲକ୍ଷ୍ୟ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ହ୍ରାସ କରିବାକୁ ହେଲେ ଟିକାକରଣ ପ୍ରକ୍ରିୟାକୁ ତ୍ୱରାନିତ କରିବାକୁ ପଡିବ । ତେଣୁ ଡିସେମ୍ବର ସୁଦ୍ଧା ଦେଶରେ ସମସ୍ତଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ହୋଇଥିବା ପ୍ରେସମିଟରେ ସୂଚନା ଦିଆଯାଇଛି । ଦେଶରେ ଗତ ୭ ଦିନ…

ଦେଶରେ ଏବେବି ୫୦% ଲୋକ ମାସ୍କ ପିନ୍ଧୁ ନାହାଁନ୍ତି

ନୂଆଦିଲ୍ଲୀ: କରୋନା ମହାମାରୀ ଦେଶକୁ କବଳିତ କରି ରଖିଛି । ସଂକ୍ରମଣ ହ୍ରାସ କରିବା ପାଇଁ ସରକାର ବାରମ୍ବାର ଲୋକଙ୍କୁ ସଚେତନ କରିବା ସତ୍ତ୍ୱେ ଲୋକେ କିନ୍ତୁ ଅମାନିଆ ହୋଇ ସଂକ୍ରମଣକୁ ଆହୁରି ବଢ଼ାଇଛନ୍ତି। ଏଭଳି ସ୍ଥିତିରେ ସ୍ୱାସ୍ଥ୍ୟମନ୍ତ୍ରାଳୟ ଯେଉଁ ତଥ୍ୟ ଦେଇଛି ତାହା ଆପଣଙ୍କୁ ଚମକାଇ ଦେବ।…

ବ୍ଲାକ୍ ଫଙ୍ଗସ’କୁ ନେଇ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆଙ୍କ ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: ଅସହ୍ୟ ହେଲାଣି ମହାମାରୀ କରୋନା । ତେବେ ସାରା ଦେଶକୁ କବଳିତ କରି ରଖିଥିବା ବେଳେ ପ୍ରତ୍ୟେକ ଦିନ ତିନି ଲକ୍ଷ ଉପରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଯାହା ସମସ୍ତଙ୍କୁ ଅସ୍ତବ୍ୟସ୍ତ କରିସାରିଲାଣି । ପୁଣି ଏଭଳି ସ୍ଥିତିରେ ଚିନ୍ତା ବଢାଇଲାଣି ବ୍ଲାକ୍ ଫଙ୍ଗସ ରୋଗ । ତେବେ ଏହି…

ଭାରତରେ ଡିସେମ୍ବର ସୁଦ୍ଧା ୨୧୬ କୋଟି ଟିକା ଉପଲବ୍ଧ ହେବ

ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ଦେଶରେ ଥିବା କରୋନା ଟିକାର ଅଭାବ ଦୂର ହୋଇଯିବ । ଏହି ସମୟ ସୁଦ୍ଧା ଦେଶରେ ପ୍ରାୟ ୨୧୬ କୋଟି ଡୋଜ୍ ଟିକା ଉପଲବ୍ଧ ହୋଇଥିବା ଆଶା କରାଯାଉଛି ବୋଲି ସରକାରଙ୍କ କୋଭିଡ ଟାସ୍କଫୋର୍ସର ମୁଖ୍ୟ ଡ.ଭି.କେ. ପଲ କହିଛନ୍ତି । ଟିକାକରଣରେ ଭାରତ…

ଦେଶରେ ଦୈନିକ ସଂକ୍ରମଣ ୨ ଲକ୍ଷ ଟପିଲା

ନୂଆଦିଲ୍ଲୀ: କରୋନା ମହାମାରୀ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ଦୈନିକ ସଂକ୍ରମଣ ହୁ ହୁ ହୋଇ ବଢ଼ିଚାଲିଥିବାବେଳେ ଗୁରୁବାର ସୁଦ୍ଧା ଏହା ୨ ଲକ୍ଷ ଅତିକ୍ରମ କରିଛି। ଗତ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୭୩୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ଦିନକରେ ଆଉ ୧୦୩୮ ଜଣ ସଂକ୍ରମିତଙ୍କ…

ଜାଣନ୍ତୁ କେଉଁ କମ୍ପାନୀର କରୋନା ଟିକାର ଦର କେତେ ?

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବର୍ତ୍ତମାନ ପୂର୍ବ ଅପେକ୍ଷା କମ ହୋଇଯାଇଛି । ଏହି ମହାମାରୀ ବିରୋଧରେ ଦୁନିଆର ଅନେକ ଦେଶ କରୋନା ଟିକା ପ୍ରସ୍ତୁତ କରିଛନ୍ତି। ଭାରତ ବର୍ତ୍ତମାନ ଦୁଇଟି କରୋନା ଟିକାକୁ ସବୁଜ ସଙ୍କେତ ଦେଇଛି । ଆସନ୍ତା ଜାନୁଆରୀ 16 ତାରିଖରୁ ସମଗ୍ର ଦେଶରେ କରୋନା ବିରୋଧୀ…
ବ୍ରେକିଂ