Browsing Tag

vastu tips

ବାସ୍ତୁଶାସ୍ତ୍ର ଅନୁଯାୟୀ ଘରର ଏସବୁ ସ୍ଥାନରେ ରଖନ୍ତୁ ଦର୍ପଣ

ବାସ୍ତୁଶାସ୍ତ୍ର ଅନୁଯାୟୀ, ଯଦି ଘରେ ଦର୍ପଣକୁ ସଠିକ ଦିଗରେ ରଖାଯାଏ ନାହିଁ, ତେବେ ଏହା ବ୍ୟକ୍ତିଙ୍କ ଜୀବନ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ। ବାସ୍ତୁଶାସ୍ତ୍ର ଅନୁଯାୟୀ ସକାରାତ୍ମକ ଶକ୍ତି ସର୍ବଦା ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣକୁ ଗତି କରିଥାଏ। ଦର୍ପଣକୁ ପୂର୍ବ କିମ୍ବା ଉତ୍ତର…

ଘରର ପାପୋଛ ତଳେ ରଖନ୍ତୁ ଫିଟିକିରି କିମ୍ବା ଲୁଣ

ବାସ୍ତୁଶାସ୍ତ୍ରରେ ପ୍ରତ୍ୟେକ ଜିନିଷର ନିଜର ଅଲଗା ମହତ୍ତ୍ୱ ରହିଛି। ଏହା ଅନୁସାରେ କାର୍ଯ୍ୟ କଲେ ବ୍ୟକ୍ତିର ଜୀବନ ସଫଳ ହୋଇଥାଏ, ଘରର ଉନ୍ନତି ହୋଇଥାଏ ଏବଂ ଘରେ ସୁଖ, ଶାନ୍ତି ବଜାୟ ରହିଥାଏ। ଘରେ ଯେପରି କୌଣସି ନକାରାତ୍ମକ ଶକ୍ତି ପ୍ରବେଶ ନ କରିବ, ସେଥିପାଇଁ ଅନେକ ଲୋକ ବାସ୍ତୁ ନିୟମଗୁଡ଼ିକୁ…

ସକାଳୁ ଉଠି ଭୁଲରେ ବି କରନ୍ତୁ ନାହିଁ ଏହିସବୁ କାମ

ସକାଳୁ ଉଠିବା ବେଳେ ଜଣେ ବ୍ୟକ୍ତିର ମନୋବଳ ସତେଜ ରହିଥାଏ । ସେ ସକରାତ୍ମକ ଶକ୍ତିରେ ପରିପୂର୍ଣ୍ଣ ରହିଥାଏ ।  ତେବେ ଯଦି ଆପଣ ଦିନସାରା ଏହିପରି ସତେଜ ଏବଂ ସକରାତ୍ମକ ଶକ୍ତିରେ ପରିପୂର୍ଣ୍ଣ  ହୋଇ ରହିବାକୁ ଚାହାଁନ୍ତି ତେବେ ସକାଳୁ ଉଠିବା ମାତ୍ରେ ଏହି ଜିନିଷଗୁଡିକୁ ଦେଖନ୍ତୁ ନାହିଁ । ନଚେତ୍…

ଦାମ୍ପତ୍ୟ ଜୀବନରେ ସୁଖ-ଶାନ୍ତି ବଜାୟ ରଖିବା ପାଇଁ ଆପଣାନ୍ତୁ ଏହି ବାସ୍ତୁ ଟିପ୍ସ

ଘରର ସୁଖଶାନ୍ତି ବୃଦ୍ଧି ପାଇଁ ବାସ୍ତୁଶାସ୍ତ୍ରରେ ଅନେକ ପ୍ରକାର ନିୟମ ରହିଛି। ଘରେ ଉଭୟ ସକାରାତ୍ମକ ଓ ନକାରାତ୍ମକ ଶକ୍ତିର ପ୍ରଭାବ ରହିଥାଏ। ବାସ୍ତୁଶାସ୍ତ୍ରର କିଛି ନିୟମ ମାନିବା ଦ୍ୱାରା ଘରେ ନକାରାତ୍ମକ ଶକ୍ତିର ପ୍ରଭାବ ଦୁରେଇ ରହିବ । ଶୋଇବା ଘରେ ଫୁଲ ଓ ଛୋଟ ପିଲାଙ୍କ ଫଟୋ ଲଗାଇବା…

ପୂଜା ସମୟରେ ତଳେ ରଖନ୍ତୁନାହିଁ ଏହିସବୁ ଜିନିଷ

ଏମିତି ଅନେକ ଜିନିଷ ଅଛି ଯାହାକୁ ଘରେ ରଖିବା ଶୁଭ ବୋଲି କୁହାଯାଏ। ଏହାଦ୍ବାରା ବାସ୍ତୁ ଦୋଷ ଦୂର ହେବା ସହିତ ଘରେ ସୁଖ-ସମୃଦ୍ଧି ଏବଂ ଶାନ୍ତି ଲାଗି ରହିଥାଏ। ଠିକ୍ ସେହିପରି ପୂଜା ପାଠରେ ମଧ୍ୟ ବାସ୍ତୁ ସହ ଜଡିତ ନିୟମକୁ ପାଳନ କରିବା ଉଚିତ୍। ବିଶେଷକରି ପୂଜାରେ ବ୍ୟବହୃତ ହେଉଥିବା ଜିନିଷକୁ…

ଜାଣନ୍ତୁ ଘରର କେଉଁ ସ୍ଥାନରେ କେଉଁ ଜିନିଷ ରଖିବେ

ବାସ୍ତୁଶାସ୍ତ୍ର ଅନୁଯାୟୀ ଘରର ଆସବାବ ପତ୍ର ସଠିକ ଭାବରେ ଏବଂ ସଠିକ ଦିଗରେ ରଖିବା ଉଚିତ୍। ଏହାଦ୍ଵାରା ଶୁଭଫଳ ମିଳିଥାଏ। ବାସ୍ତୁଶାସ୍ତ୍ର  ଅନୁସାରେ ଘରର ୪ଟି କୋଣ ରହିଛି। ଈଶାଣ କୋଣ, ନୈଋତ୍ୟ କୋଣ, ଆଗ୍ନେୟ କୋଣ ଏବଂ ୱାୟବ କୋଣ। ଈଶାଣ କୋଣରେ ଜଳ ଏବଂ ଭଗବାନ ଶିବଙ୍କୁ ରଖିବା ଅତ୍ୟନ୍ତ ଶୁଭ।…

ବାମ ହାତରେ କେବେବି ପାଣି ପିଅନ୍ତୁ ନାହିଁ, ହୋଇପାରେ ଏହି ସମସ୍ୟା

ମହର୍ଷି ନାରଦ ଭଗବାନ ବ୍ରହ୍ମାଙ୍କ ୧୭ ମାନସ ପୁତ୍ରଙ୍କ ମଧ୍ୟରୁ ଅନ୍ୟତମ । ବିଶ୍ଵାସ କରାଯାଏ ଯେ, ଦେବର୍ଷି ନାରଦ ପୃଥିବୀ, ଆକାଶ ଏବଂ ପାତାଳ ସମସ୍ତ ଜଗତରେ ଭ୍ରମଣ କରନ୍ତି ଯାହା ଦ୍ଵାରା ଦେବତାମାନଙ୍କୁ ବାର୍ତ୍ତା ଏବଂ ସୂଚନା ପହଞ୍ଚାଯାଇପାରିବ। ମହର୍ଷି ନାରଦ ଭଗବାନ ବିଷ୍ଣୁଙ୍କର ଏକ…

ଘର ଅଗଣାରେ ଲଗାନ୍ତୁନି ଏହିସବୁ ଗଛ

ବାସ୍ତୁଶାସ୍ତ୍ର ଅନୁସାରେ, ଗଛ ପତ୍ରର ସମ୍ପର୍କ ଘରର ସୁଖ ଶାନ୍ତି ସହ ଥାଏ। ଏଣୁ ପରିବାରରେ ଖୁସି ବଜାୟ ରଖିବାକୁ ଘରେ କେତେକ ଗଛ ଲଗାଇବାକୁ କୁହାଯାଏ। ସେହିଭଳି କିଛି ଏମିତି ଗଛ ବି ରହିଛି ଯାହାକୁ ଘରେ ଲଗାଇବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଏସବୁ ଗଛ ଘର ଉପରେ ନକାରାତ୍ମକ ପ୍ରଭାବ…

ଘରର ଦକ୍ଷିଣ ପୂର୍ବ ଦିଗରେ ଲଗାନ୍ତୁ ମନି ଫ୍ଲାଣ୍ଟ

ଅନେକ ଲୋକ ଘର ସଜାଇବା ପାଇଁ ମନି ଫ୍ଲାଣ୍ଟ ଲଗାଇଥାନ୍ତି । କୁହାଯାଏ ମନି ଫ୍ଲଣ୍ଟା ଲଗାଇବା ଦ୍ୱାରା ଘରକୁ ସୁଖ ସମ୍ବୃଦ୍ଧି ଆସିଥାଏ । ତେବେ ଆପଣ ଏହାକୁ ବାସ୍ତୁଶାସ୍ତ୍ର ଅନୁଯାୟୀ ଲଗାଇଲେ ଆପଣଙ୍କୁ ଐଶ୍ୱର୍ଯ୍ୟପ୍ରାପ୍ତି ହୋଇଥାଏ । ବାସ୍ତୁଶାସ୍ତ୍ରୀଙ୍କ କହିବା ଅନୁଯାୟୀ ମନି ଫ୍ଲାଣ୍ଟ ଗଛ…

ଜାଣନ୍ତୁ ଆପଣଙ୍କ ରାଶି ଲାଗି କେଉଁ ଧାତୁ ଶୁଭ

ଜ୍ୟୋତିଷ ଶାସ୍ତ୍ରରେ ରାଶିର ଖୁବ୍ ମହତ୍ବ ରହିଛି। ବିଭିନ୍ନ ସମୟରେ ରାଶି ଉପରେ ବିଭିନ୍ନ ଗ୍ରହଙ୍କ ପ୍ରଭାବ ପଡିବା କାରଣରୁ ମଣିଷ ଦୁଃଖ କଷ୍ଟ ଭୋଗ କରିଥାନ୍ତି। ତେବେ ଗ୍ରହ ଦୋଷରୁ ମୁକ୍ତି ପାଇବା ଲାଗି ଜ୍ୟୋତିଷ ଶାସ୍ତ୍ରରେ ବିଭିନ୍ନ ରତ୍ନ ବା ଧାତୁ ପରିଧାନ କରିବାକୁ ପରାମର୍ଶ ଦେଇଥାନ୍ତି।…
ବ୍ରେକିଂ