Browsing Tag

Violation of Covid Guidelines

ନାଇଟ କର୍ଫ୍ୟୁ ଉଲ୍ଲଂଘନ, ଭୁବନେଶ୍ୱରର ମ୍ୟାଡ୍ ମୁଲ୍ ବାର୍ ସିଲ୍

ଭୁବନେଶ୍ୱର: କରୋନା ସଂକ୍ରମଣ ଯୋଗୁଁ ଏବେ ବି କିଛିଟା କଟକଣା ରହିଛି। ଜୀବିକା ପାଇଁ କଟକଣାକୁ କୋହଳ କରାଯାଇଥିବା ବେଳେ ନାଇଟ କର୍ଫ୍ୟୁ ଏବେ ବଳବତ୍ତର ରହିଛି।  ରାତି ୧୦ଟାରୁ ଭୋର ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ବଳବତ୍ତର ରହିଛି। ହେଲେ ଏହାକୁ ଉଲ୍ଲଘଂନ କରି କିଛି ବ୍ୟବସାୟୀ ଓ ବାର ମାଲିକ…

କୋଭିଡ୍ ଗାଇଡ୍ ଲାଇନ୍ ଉଲ୍ଲଙ୍ଘନ ଅଭିଯୋରେ କଟକ ଚଣ୍ଡି ଛକ ସ୍ଥିତ କୋଚିଂ ସେଣ୍ଟର ସିଲ୍

କଟକ: ଚଣ୍ଡିଛକ ସ୍ଥିତ କୋଚିଂ ସେଣ୍ଟର ସିଲ୍ କରିଛି ସିଏମସି । କୋଭିଡ୍‌ ଗାଇଡ୍‌ ଲାଇନ୍‌ ଉଲ୍ଲଙ୍ଘନ ଅଭିଯୋଗରେ ସିଲ୍‌ ହୋଇଥିବା ସୂଚନା ମିଳିଛି। ଏବେ ଦେଶରେ ଅନେକ ରାଜ୍ୟରେ କରୋନାର ପ୍ରକୋପ ଦେଖାଦେଇଛି । ଏଥିରେ ଓଡ଼ିଶା ବାଦ୍‌ ପଡ଼ିନି । ଦିନକୁ ଦିନ ଏହି ରାଜ୍ୟରେ ବିଭିନ୍ନ ସ୍ଥାନରେ…
ବ୍ରେକିଂ