Browsing Tag

virat kohli

ଆଜିଠୁ ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ

ନୂଆଦିଲ୍ଲୀ:  ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ବୁଧବାରଠାରୁ ଏଠାରେ ଖେଳାଯିବ। ଏହି ମ୍ୟାଚ ପୂର୍ବରୁ ଇଞ୍ଜୁରୀ ଭାରତକୁ ଚିନ୍ତାରେ ପକାଇଛି। ଯୁବ ଓପ୍ନର ଶୁବମନ ଗିଲ ସ୍ବଦେଶ ଫେରିଥିବାବେଳେ ନେଟ୍ସରେ ମୁଣ୍ଡରେ ଆଘାତ ପାଇଥିବା ମୟଙ୍କ ଅଗ୍ରୱାଲ ପ୍ରଥମ ଟେଷ୍ଟ ମିସ କରିବେ।…

ଆଇସିସି ଦିନିକିଆ ତାଲିକାରେ ଟପ ୨୦ରେ ଧାୱନ ଓ ଚହଲ

ଦୁବାଇ: ଆଇସିସି ଦିନିକିଆ ମାନ୍ୟତା ତାଲିକା ପ୍ରକାଶ ପାଇଛି । ଫଳରେ ଭାରତର ଶିଖର ଧାୱନ ଓ ୟୁଝବେନ୍ଦ୍ର ଚହଲ ଉନ୍ନତି ଘଟି ଟପ ୨୦ତମ ସ୍ଥାନ ଅଧିକାର କରିଛନ୍ତି । ବ୍ୟାଟିଂ ତାଲିକାରେ ବିରାଟ କୋହଲି ଓ ରୋହିତ ଶର୍ମା ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ବଜାୟ ରଖିଛନ୍ତି । ବୋଲିଂ ମାନ୍ୟତା…

ଇନଷ୍ଟାଗ୍ରାମରର ରିଚ ଲିଷ୍ଟରେ ବିରାଟ କୋହଲି

ନୂଆଦିଲ୍ଲୀ:   ଇନଷ୍ଟାଗ୍ରାମର ୨୦୨୧ର ରିଚ ଲିଷ୍ଟ ଜାରି କରିଛି । ଏହି ତାଲିକାରେ ୨ ଭାରତୀୟ ତାରକା ସ୍ଥାନ ପାଇଛନ୍ତି। ଏହି ଦୁଇ ତାରକାଙ୍କ ମଧ୍ୟରେ ବଲିଉଡ ଏବଂ ହଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନାସ ଏବଂ କ୍ରିକେଟର ବିରାଟ କୋହଲିଙ୍କ ନାମ ରହିଛି। ଏହି ତାଲିକା ଅନୁଯାୟୀ ବିରାଟ…

ନ୍ୟୁଜିଲାଣ୍ଡ ଭାରତକୁ ୮ ଓ୍ଵିକେଟ୍‌ରେ ହରାଇ ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌ ଜିତିଲା

ସାଉଥମ୍ପଟନ :  ସାଉଥମ୍ପଟନ୍‌ର ଏଜିସ୍ ବାଉଲ ଗ୍ରାଉଣ୍ଡରେ ଖେଳାଯାଇଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ର ଟାଇଟଲ ମୁକାବିଲାରେ ନ୍ୟୁଜିଲ୍ୟାଣ୍ଡ ୮ ଓ୍ୱିକେଟରେ ଭାରତକୁ ପରାସ୍ତ  କରିଛି। ଏଥିସହିତ ନ୍ୟୁଜିଲ୍ୟାଣ୍ଡ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଟାଇଟଲ୍ ଜିତିବାରେ ପ୍ରଥମ ଦଳ ହୋଇଛି । ଏଥିସହ…

ଧୋନିଙ୍କ ରେକର୍ଡ ଭାଙ୍ଗିଲେ ବିରାଟ

 ସାଉଥଆମ୍ପଟନ: ସାଉଥଆମ୍ପଟନ ଚାଲିଥିବା ଆଇସିସି ବିଶ୍ୱ କ୍ରିକେଟ ଚମ୍ପିଆନସିପର ଫାଇନାଲ ମ୍ୟାଚରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ରେକର୍ଡ ଭାଙ୍ଗିଛନ୍ତି। ଭାରତ ପକ୍ଷରୁ ଟେଷ୍ଟ କ୍ରିକେଟରେ ସର୍ବାଧିକ ମ୍ୟାଚରେ ଅଧିନାୟକ ହେବାରେ…

ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି କୋଭିଡ୍ ଟିକା ନେଲେ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ ପ୍ରଥମ ଡୋଜ୍ କୋଭିଡ ଟିକା ନେଇଛନ୍ତି । ଏନେଇ ନିଜେ ସୋସିଆଲ୍ ମିଡିଆରେ ସୂଚନା ଦେଇଛନ୍ତି ବିରାଟ । ଟିକା ନେଉଥିବା ସମୟର ଫଟୋ ସେୟାର କରିବା ସହ ଯଥା ଶୀଘ୍ର ଟିକା ନେବାକୁ ଅନ୍ୟମାନଙ୍କୁ ଅନୁରୋଧ କରିଛନ୍ତି ବିରାଟ କୋହଲି । ସେହିପରି ଆଜି ଫାଷ୍ଟ…

ଟି୨୦ରେ କୋହଲିଙ୍କ ରେକର୍ଡ ଭାଙ୍ଗି ଚର୍ଚ୍ଚାରେ ବାବର ଆଜମ

ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟର ବାବର ଆଜମ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଏକ ରେକର୍ଡ ଭାଙ୍ଗି ଏବେ ଚର୍ଚ୍ଚାକୁ ଆସିଛନ୍ତି । ଟି୨୦ରେ ଦ୍ରୁତତମ ୨୦୦୦ ରନ ସଂଗ୍ରହ କରିବାରେ କୋହଲୀ କୀର୍ତିମାନ ସ୍ଥାପନ କରିଥିଲେ । ସେ ୫୬ଟି ଇନିଂସ ଖେଳି ଏହି ରେକର୍ଡ କରିଥିବା ବେଳେ…

ଆଜି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଟକ୍କର

ମୁମ୍ବାଇ :  ଆଇପିଏଲ୍ 2021 ର 16 ତମ ମ୍ୟାଚ୍ ଗୁରୁବାର ଦିନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ହେବ ।  ଆଜି ସନ୍ଧ୍ୟା 7.30 ରୁ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ ।  ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଆରସିବି ଚଳିତ ସିଜନରେ ଗୋଟିଏ ବି…

ବାଙ୍ଗାଲୋର ମୁମ୍ବାଇ ଇଣ୍ଡିଆନ୍ସକୁ ୨ ଓ୍ଵିକେଟ୍‌ରେ ପରାସ୍ତ କଲା

ଚେନ୍ନାଇ : ଏବି ଡିଭିଲିୟର୍ସଙ୍କ (୪୮ ରନ)ଓ ହର୍ଷଲ ପଟେଲଙ୍କ (୫ ୱିକେଟ)ସଫଳତା ବଳରେ ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ର ଉଦଘାଟନୀ ମ୍ୟାଚରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ୨ ୱିକେଟରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଶୁକ୍ରବାର ଖେଳାଯାଇଥିବା ପ୍ରଥମ ମ୍ୟାଚରେ ବିରାଟ ନେତୃତ୍ବାଧୀନ…

ତୃତୀୟ ଭାରତୀୟ ଅଧିନାୟକ ଭାବେ କୋହଲିଙ୍କ ରେକର୍ଡ

ପୁଣେ : ଇଂଲଣ୍ଡ ବିପକ୍ଷ  ତୃତୀୟ  ଦିନିକିଆରେ  ବିରାଟ କୋହଲି ଅଧିନାୟକ ଭାବରେ ଏକ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି। ବିରାଟ ତୃତୀୟ ଦିନିକିଆରେ ଖେଳିବା ମାତ୍ରେ ଅଧିନାୟକ ଭାବେ ୨୦୦ ମ୍ୟାଚ୍‌ ଖେଳିଛନ୍ତି। ଭାରତ ପକ୍ଷରୁ ୨୦୦ ମ୍ୟାଚ୍‌ କିମ୍ବା ତାଠୁ ଅଧିକ ମ୍ୟାଚ୍‌ରେ କ୍ୟାପଟେନ୍ସି କରିଥିବା…
ବ୍ରେକିଂ