Browsing Tag

wednesday horoscope

ବୁଧବାର ରାଶିଫଳ

ମେଷ: ସଦା କର୍ମ ଚଞ୍ଚଳ ରହିବେ । କର୍ମ କ୍ଷେତ୍ରରେ ସଂସ୍କାର ମୂଳକ ପରିବର୍ତ୍ତନ ଆଣିପାରିବେ । ନିୟମ ନିଷ୍ଠା, ଧର୍ମ ଧାରଣା, ଜନପ୍ରିୟ, ସମ୍ମାନଜନକ ସ୍ଥିତିରେ ରହିବେ । ଆର୍ଥିକ ସ୍ୱଚ୍ଛଳତା ବଜାୟ ରହିବ । ରାଜନୀତି କ୍ଷେତ୍ରରେ ସ୍ଥାନ ଆସନ ମିଳିବ । ବୃଷ: ମାନସିକ ଦ୍ୱନ୍ଦ୍ବ ଅବସାଦ ଲାଗି…

ବୁଧବାର ରାଶିଫଳ

ମେଷ: ଆଶା ଓ ଭରସା ଉଭୟ ପ୍ରାପ୍ତିରେ ସଫଳ ହେବେ । କର୍ମ କ୍ଷେତ୍ରରେ ଉତ୍ସାହ, ପରିଜନରେ ମନୋମାଳିନ୍ୟ ଦୂର, ରାଜନୀତିରେ ପ୍ରଶଂସା ଓ ସାମାଜିକ ସମାଦୃତି ଅବ୍ୟାହତ ରହିବ । ଅର୍ଥ ସମସ୍ୟାର ସହଜ ସମାଧାନ କରିବେ । ଧର୍ମରେ ଏକ ନିଷ୍ଟ ହେବେ । ବୃଷ: ରାତି ୯ ଘ ୪୭ମି. ପର୍ଯ୍ୟନ୍ତ ଘାତଚନ୍ଦ୍ର…

ବୁଧବାର ରାଶିଫଳ

ମେଷ: ବନ୍ଧୁ ସଜ୍ଜନଙ୍କ ଠାରୁ ଅନୁଭୂତି ସଂପନ୍ନ ଉପଦେଶ ପାଇବେ । କାର୍ଯ୍ୟମାନ ଶୃଙ୍ଖଳିତ ହେବ । ପରୋପକାରରେ ଖୁସି, ଶୁଭ ମଙ୍ଗଳ କାର୍ଯ୍ୟରେ ଅଗ୍ରଗତି, ଧାତୁ ଦ୍ରବ୍ୟାଦି କ୍ରୟ, ପାରିବାରିକ ସନ୍ତୋଷ ଓ ଆଧ୍ୟାତ୍ମିକ କାର୍ଯ୍ୟରେ ଋଚି ରଖିବେ । ବୃଷ: ଗୃହ ଜମି ସମସ୍ୟାର ସମାଧାନ ବିଳମ୍ବିତ…

ବୁଧବାର ରାଶିଫଳ

ମେଷ: ଦିବା ୨ ଘ ୫୧ ମିନିଟ ଠାରୁ ଘାତଚନ୍ଦ୍ର ଭୋଗାରମ୍ଭ ହେବ । କେତେକ ବିଶେଷ କାର୍ଯ୍ୟ ଅଧାରେ ଅଟକି ଯିବ । ମୁଖ ମଣ୍ଡଳରେ ଅସୁସ୍ଥତା । ବୈଷୟିକ ସଂସ୍ଥାରେ ବିଶ୍ୱାସ ଘାତକତା, ଯାତ୍ରା ବିଫଳ, ପୂଜା ପାର୍ବଣରେ ନିଷ୍ଠା ଓ ଗୁରୁଜନ ପ୍ରିୟ ହେବେ । ବୃଷ: ଦିନଟି ଶାନ୍ତି ସନ୍ତୋଷ ପ୍ରଦାୟକ ହେବ…

ବୁଧବାର ରାଶିଫଳ

ମେଷ: ପାରସ୍ପରିକ ବୁଝାମଣା ସଠିକ ରଖି ପାରିବେ । ଅମ୍ଲ ଅର୍ଶାଦି ପୀଡା ଭୋଗର ସମ୍ଭାବନା ଅଛି । କର୍ମ କ୍ଷେତ୍ରରେ ଶାସକୀୟ ସହାୟତା ପାଇବେ । ଦୂର ସଂପର୍କରୁ ଲାଭ, ଉଦ୍ୟମ ସଫଳ ତଥା ଧର୍ମ କର୍ମରେ ଅଧିକ ବିଶ୍ବାସୀ ହେବେ । ବୃଷ: ଚନ୍ଦ୍ରଙ୍କର ଅଷ୍ଟମ ସ୍ଥିତି ଅପରାହ୍ନ ପର୍ଯ୍ୟନ୍ତ ଶୁଭ ନୁହେଁ…

ବୁଧବାର ରାଶିଫଳ

ମେଷ: ଦିନଟି ଶୁଭ ପ୍ରଦାୟକ ହେବ । ଲୋକ କଲ୍ୟାଣ ସଂଗଠନରେ ଅଗ୍ରଣୀ ଭୂମିକା ଗ୍ରହଣ କରିବେ । ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କ ସହିତ ସଂପର୍କ ଘନିଷ୍ଠ ହେବ । ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ । ବାମ ପାର୍ଶ୍ବରେ ପୀଡା ଭୋଗର ଆଶଙ୍କା ଅଛି । ବୃଷ: ଘାତଚନ୍ଦ୍ର ସାରାଦିନ ଭୋଗ ହେବ । ଅଧିକ ଆଶା କରି…

ବୁଧବାର ରାଶିଫଳ

ମେଷ: ଉଚ୍ଚାଶା ଫଳବତୀ ହେବ । କର୍ମ କ୍ଷେତ୍ରରେ ନେତୃତ୍ୱ ଗ୍ରହଣ କରିବେ । ପ୍ରତିଯୋଗିତାରେ ଜୟ, ଯଶ ସମ୍ମାନ ପ୍ରାପ୍ତି, ଯାତ୍ରାଶୁଭ ଓ ଆଧ୍ୟାତ୍ମିକ ଭାବ ଧାରାର ବିକାଶ ଘଟିବ । ପାରିବାରିକ ବୁଝାମଣା, ଦେହ ସୁସ୍ଥ ନୀରୋଗ ରହିବ । ବୃଷ: ଶୁଭାଶୁଭ ମିଶ୍ରିତ ଫଳ ଆଜି ଦିନରେ ଭୋଗ ହେବ ।…

ବୁଧବାର ରାଶିଫଳ

ମେଷ: ସୁପରିକଳ୍ପିତ ଯୋଜନା ଅନୁସାରେ କାର୍ଯ୍ୟ ସମ୍ପାଦନ କରିବେ । ସଫଳ ହେବେ । ସ୍ୱାର୍ଥ ସର୍ବସ୍ୱ ବନ୍ଧୁମାନେ ପରୋକ୍ଷରେ ସମାଲୋଚନା କରିପାରନ୍ତି । ଶୁଭଙ୍କର ହେବ ଦୂରଯାତ୍ରା । ରାଜନୀତିରେ ନୀତିନିଷ୍ଠତା, ଆସନ ପ୍ରାପ୍ତି ଯୋଗ । ବୃଷ: ସମସ୍ତ ବିଦ୍ୟା ବୁଦ୍ଧି ପ୍ରୟୋଗ ପରେ ମଧ୍ୟ କର୍ମରେ…

ବୁଧବାର ରାଶିଫଳ

ମେଷ: ନିଜ ମଧ୍ୟରେ କିଛିର ଅଭାବ ବୋଧ ଆସିବ । ଶତ୍ରୁ ବେଷ୍ଟିତ ହେଲେ ମଧ୍ୟ କ୍ଷତିର ଆଶଙ୍କା ନାହିଁ । ପୁରାତନ ରୋଗ ପୀଡା, ପୁନଃ ଭୋଗ ହୋଇପାରେ । ଆମୋଦ ପ୍ରମୋଦର ସୁଯୋଗ ପାଇବେ । ଅର୍ଥଭାଗ୍ୟ ସନ୍ତୋଷଜନକ ହେବ । ବୃଷ: ଘାତଚନ୍ଦ୍ର ଭୋଗ ପାଇଁ ଦିନଟି ଶୁଭ ନୁହେଁ । କର୍ମ କ୍ଷେତ୍ରରେ ପରୋକ୍ଷ…

ବୁଧବାର ରାଶିଫଳ

ମେଷ: ପ୍ରତ୍ୟେକ କାର୍ଯ୍ୟରେ ଆତ୍ମନିର୍ଭରଶୀଳ ହେବା ଆବଶ୍ୟକ । ପିତ୍ତର ଆଧିକ୍ୟ ହେତୁ ଅସୁସ୍ଥତା ବଢ଼ିବ । ଦୂର ସମ୍ପର୍କୀୟଙ୍କ ସହଯୋଗ ମନ ରହିବା ପରି ହେବ । ଗୃହ ପରିବେଶରେ ଆନନ୍ଦ ଉଲ୍ଲାସ, ଧର୍ମ କର୍ମରେ ନିଷ୍ଠା ଓ ଯାତ୍ରା ଶୁଭର ସୂଚନା । ବୃଷ: ବିନା କାରଣରେ ପ୍ରିୟଜନରେ ଅପ୍ରିୟ ହେବେ ।…
ବ୍ରେକିଂ