କାଳବୈଶାଖୀ ପ୍ରଭାବରେ ଘର ଛପର ଉଡ଼ିଲା

ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ଉପାନ୍ତ ଅଂଚଳରେ ଦେଖିବାକୁ ମିଳିଛି କାଳବୈଶାଖୀ ତାଣ୍ଡବ । ଏହା ପ୍ରଭାବରେ ବହୁ ଲୋକଙ୍କ ଘର ଛପର ଉଡିଯିବା ସହ  ଫସଲ ଓ ଘରର ଆସବାବ ପତ୍ର ନଷ୍ଟ ହୋଇଥିବା ଜଣାପଡିଛି l

ପବନର ବେଗ ଏତେ ଜୋରରେ ଥିଲା ଯେ ବହୁ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଥିବା ଦେଖିବାକୁ ମିଳିଛି l

Leave A Reply

Your email address will not be published.

ବ୍ରେକିଂ