ତିର୍ତ୍ତୋଲ ଥାନା ଏସଆଇ ନିଲମ୍ବିତ

ଜଗତସିଂହପୁର : ଜଗତସିଂହପୁର ତିର୍ତ୍ତୋଲ ଥାନା ଏସଆଇଙ୍କୁ ନିଲମ୍ବିତ କରାଯାଇଛି । ଏସଆଇ ଅନିରୁଦ୍ଧ ନାଏକଙ୍କୁ ନିଲମ୍ବିତ କରିଛନ୍ତି ଏସପି । ନୂଆଗାଁର ରଶ୍ମିକାନ୍ତ ସାହୁଙ୍କୁ ମାଡ ମାରିବା ଘଟଣାରେ ଏସଆଇଙ୍କୁ ନିଲମ୍ବିତ କରାଯାଇଛି ।

ତେବେ ଗତ ୧୨ ତାରିଖରେ ଜମିବାଡି ବିବାଦ ନେଇ ଥାନାକୁ ଡକାଇ ମାଡ ମାରିବା ଘଟଣାରେ ଅନିରୁଦ୍ଧଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.

ବ୍ରେକିଂ