କେନ୍ଦୁଝର: ଭିଜଲାନ୍ସ ଜାଲରେ ଟାଉନ ପ୍ଲାନିଂ ଅଫିସର୍

କେନ୍ଦୁଝର: ଫସିଲେ ଟାଉନ୍ ପ୍ଲାନିଂ ଅଫିସର୍ ।  କେନ୍ଦୁଝର ଜିଲ୍ଲାର ଟାଉନ ପ୍ଲାନିଂ ଅଫିସର୍ ଭିଜଲାନ୍ସ ଜାଲରେ ପଡିଛନ୍ତି । ଟାଉନ ପ୍ଲାନିଂ ଅଫିସର୍ ନିମାଇଁ ଚରଣ ସାହୁଙ୍କୁ ଭିଜଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି   ।

୨୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଦ୍ୱାରା ସେ ଧରାପଡିଛନ୍ତି ।  ଘର ପ୍ଲାନିଂ କରାଇବାକୁ କହି ଲାଞ୍ଚ ନେଉଥିଲେ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.

ବ୍ରେକିଂ