ବଡ଼ ଭାଇକୁ ପିଟିପିଟି ହତ୍ୟା କଲେ ୨ ସାନ ଭାଇ

ରାଉରକେଲା : ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା ବନ୍ଦଲ ଗାଁରେ ବଡ ଭାଇକୁ ଠେଙ୍ଗରେ ପିଟି ପିଟି ହତ୍ୟା କଲେ ୨ ସାନ ଭାଇ । ପୋଲିସ ମୃତଦେହ ଜବତ କରିବା ସହ ଉଭୟ ଭାଇଙ୍କୁ ଥାନାରେ ଅଟକ ରଖି ପଚାରା ଉଚାରା ଜାରି ରଖିଛି  । 

ପାରିବାରିକ ଅଶାନ୍ତିରୁ ଏହି ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.

ବ୍ରେକିଂ