Browsing

Image

ମାନବ ସେବା ହିଁ ମାଧବ ସେବା

ଭୁବନେଶ୍ୱର: ମାନବ ସେବା ହିଁ ମାଧବ ସେବା । କର୍ତ୍ତବ୍ୟ ସହ ମଣିଷପଣିଆ ଦେଖାଇଲେ ଟ୍ରାଫିକ ପୋଲିସ। ଦୁର୍ଘଟଣାରେ ଆହତ ମହିଳାଙ୍କ ପାଦ ଧରି ବ୍ୟାଣ୍ଡେଜ କଲେ ଟ୍ରାଫିକ କନେଷ୍ଟବଳ ପ୍ରିୟଙ୍କା ବରୱା । ରାଜଧାନୀର ଜାଭିୟର ଛକରେ ଦେଖିବାକୁ ମିଳିଥିଲା ଏହି ସୁନ୍ଦର ଦୃଶ୍ୟ।
ବ୍ରେକିଂ