Browsing

Video

କିଛି ସମୟ ବର୍ଷାରେ ରାଜଧାନୀରେ ବନ୍ୟା

ଭୁବନେଶ୍ୱର:  କିଛି ସମୟର ବର୍ଷାରେ ରାଜଧାନୀ ଭୁବନେଶ୍ୱରରେ ବନ୍ୟା । ଏପରିକି ପାଣି ସୁଅରେ ଫସି ରହିଥିଲା କାର ଓ ବାଇକ୍ । ଏଥିସହ ତଳିଆ ଅଞ୍ଚଳରେ କେଉଁଠି କେଉଁଠି ଅଣ୍ଟାଏ ଉଚ୍ଚର ପାଣି ଚାଲୁଥିଲା । ଫଳରେ ରାଜଧାନୀ ବାସିନ୍ଦାଙ୍କୁ ନାକେଦମ କରିଥିଲା । ବର୍ଷା ହେବାରୁ ପାଣିର ମାତ୍ରା ଏତେ…

ନାବାଳକ ଅପହରଣର ପର୍ଦ୍ଦାଫାଶ: ୮ ଗିରଫ

ପାରଳାଖେମୁଣ୍ଡି: ନାବାଳକ ଅପହରଣ ଘଟଣାର ପର୍ଦ୍ଦାଫାଶ କଲା ଗଜପତି ପୋଲିସ୍।  ଗଜପତି ଜିଲ୍ଲା କାଶୀନଗର ଥାନା ଅନ୍ତର୍ଗତ କୁମୁଟୀ ସାହିର ୭ବର୍ଷ ନାବାଳକ ଅପହରଣ ମାମଲାରେ ଜଣେ ନାବାଳକ ସମେତ ୮ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍ । ପୋଲିସ ୨ ଲକ୍ଷ ୨୦ ହଜାର ଟଙ୍କା ସହ …

ଶ୍ରୀ ଲିଙ୍ଗରାଜ ମନ୍ଦିର ପାଇଁ ଖୁବ ଶୀଘ୍ର ଆସିବ ସ୍ୱତନ୍ତ୍ର ଆଇନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିର ଆଇନ ଢାଞ୍ଚାରେ ଶ୍ରୀ ଲିଙ୍ଗରାଜ ମନ୍ଦିର ପାଇଁ ଖୁବ ଶୀଘ୍ର ଏକ ସ୍ବତନ୍ତ୍ର ଆଇନ ପ୍ରଣୟନ କରାଯିବ। ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ  । ବୁଧବାର ଅପରାହ୍ନରେ ଏକାମ୍ରକ୍ଷେତ୍ର ବିକାଶ ପ୍ରକଳ୍ପ ବୁଲି ଦେଖିବା ଅବସରରେ ମୁଖ୍ୟମନ୍ତ୍ରୀ…

ପ୍ରଭୁଙ୍କ ନାଗାର୍ଜୁନ ବେଶରେ ଶ୍ରୀମନ୍ଦିର ଚାରିପାଖେ ଇନ୍ଦ୍ରଧନୁ ବଳୟ

ପୁରୀ : ଦୀର୍ଘ ୨୫ ବର୍ଷ ପରେ ଆଜି ନାଗାର୍ଜୁନ ବେଶରେ ଶୁସଜ୍ଜିତ ହେଉଛନ୍ତି ଶ୍ରୀଜିଉ । ମହାବାହୁଙ୍କର ଏହି ଅପୂର୍ବ ଏବଂ ଆଲୌକିକ ବେଶ ପାଇଁ ଅପେକ୍ଷା କରିଥିଲେ କୋଟି କୋଟି ଭକ୍ତ । ତେବେ ଆଜିର ଏହି ପବିତ୍ର ଏବଂ ଦିବ୍ୟ ଅବସରରେ ଶ୍ରୀକ୍ଷେତ୍ରରେ ଅନ୍ୟ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି ।…

ବିଧାନସଭା ସମ୍ମୁଖରେ ନୟାଗଡ ଦମ୍ପତ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା, ଶୁଣନ୍ତୁ କଣ କହୁଛନ୍ତି ଡିସିପି

ଭୁବନେଶ୍ୱର : ନ୍ୟାୟ ପାଇଁ ଅପେକ୍ଷା କରି ନିରାଶ ହେବା ପରେ ଆଜି ବିଧାନସଭା ସମ୍ମୁଖରେ ପହଞ୍ଚିଥିଲେ ନୟାଗଡ଼ ଜିଲ୍ଲା ଯଦୁପୁର ଗାଁର ଅଶୋକ ସାହୁ ଏବଂ ସୌଦାମିନୀ ସାହୁ  । ସେଠାରେ ନିଜ ଦେହରେ ଡିଜେଲ୍ ଢ଼ାଳି ଆତ୍ମହତ୍ୟା ଉଦ୍ୟମ କରୁଥିଲେ। ମାତ୍ର  ଠିକ ସମୟରେ ପୋଲିସ ସେମାନଙ୍କୁ କାବୁ କରିବାରେ…

ରାଜଧାନୀରେ ଏଟିଏମ ଲୁଟ ଉଦ୍ୟମ ପଣ୍ଡ, ୫ଗିରଫ

ଭୁବନେଶ୍ୱର : ରାଜଧାନୀରେ ପୁଣି ମାତିଲେ ଏଟିଏମ ଲୁଟେରା  । ଝାରପଡା କଟକ ରୋଡ  ଅଞ୍ଚଳରେ ଏମଟିଏମ ଲୁଟ୍‌ ଉଦ୍ୟମ କରୁଥିଲେ କିଛି ଦୁର୍ବୃତ୍ତ I ହେଲେ ଲୁଟେରାଙ୍କ ଏହି ଉଦ୍ୟମ ପଣ୍ଡ ହୋଇଛି । ସମ୍ପୃକ୍ତ ଘଟଣାରେ ୫ଜଣଙ୍କୁ ଗିରଫ କରିଛି କମିଶନରେଟ ଅଫ ପୋଲିସ । ସୂଚନା ମୁତାବକ, ଶନିବାର…

ରାଜଧାନୀରୁ ନଗଦ ୩୦ ଲକ୍ଷ ଟଙ୍କା ଜବତ, ଜଣେ ଅଟକ

ଭୁବନେଶ୍ୱର: ରାଜଧାନୀରୁ ଜଣେ ଯୁବକଙ୍କଠାରୁ ନଗଦ ୩୦ ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ୍ ଜବତ କରିଛି ଖଣ୍ଡଗିରିରି ପୋଲିସ।  ସଂପୃକ୍ତ ଯୁବକକୁ ଅଟକ ରଖି ପଚରାଉଚୁରା କରୁଛି ପୋଲିସ। ଯୁବକ ଜଣକର ନାମ ମହାବୀର ଦାସ । ଏତେ ପରିମାଣର ଟଙ୍କା କେଉଁଠଆରୁ ଆଣିଲେ ସେନେଇ ପଚରାଉଚାର କରିବା ସହ ଟଙ୍କାର…

ବୟସ୍କ ଓ ପ୍ରସୂତିଙ୍କୁ ମିଳିବ ଆଗୁଆ କରୋନା ଟୀକା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :କରୋନା ଭ୍ୟାକସିନ ଆସିଲେ ବୟସ୍କ ଓ ପ୍ରସୂତିଙ୍କୁ ଦିଆଯିବ ଆଗୁଆ ଟୀକା।  କରୋନା ମୁକାବିଲା ସମୀକ୍ଷା କରି ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।   କରୋନାର ମୁକାବିଲା ପାଇଁ ବିଭିନ୍ନ ଟୀକାର ପରୀକ୍ଷା ନିରୀକ୍ଷା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ଟୀକା…

ବ୍ରାଉନସୁଗାର ବିକ୍ରିବେଳେ ଧରାପଡିଲେ ବିଏମସି କର୍ମଚାରୀ

ଭୁବନେଶ୍ୱର: ବ୍ରାଉନସୁଗାର ବେପାରରେ ବିଏମସି କର୍ମଚାରୀ । ବ୍ରାଉନ ସୁଗାର ବିକ୍ରି କରୁଥିବା ବେଳେ ରେଡ ହ୍ୟାଣ୍ଡ ଧରାପଡିଲେ କର୍ମଚାରୀଜଣକ । ତେବେ ଲିଙ୍ଗରାଜ ଥାନା ପୋଲିସ ତାଙ୍କୁ ଭୁବନେଶ୍ୱରରୁ ଗିରଫ କରିଛି । ତାଙ୍କ ନିକଟରୁ 8 ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି । ଏହାର ଆନୁମାନିକ…
ବ୍ରେକିଂ