ଯାଜପୁରରେ ନିର୍ମାଣାଧିନ ବ୍ରିଜ ଭୁଶୁଡିଲା

ଯାଜପୁ: ଯାଜପୁର ଭୁଶୁଡିଲା ନିର୍ମାଣାଧିନ ବ୍ରିଜ । ଯାଜପୁର ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ଷଠିପୁର ବ୍ରଜନଗରଠାରେ ନିର୍ମାଣାଧିନ ବ୍ରିଜ ହଠାତ ଭୁଶୁଡି ପଡିଛି । ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି।

ସୂଚନା ଅନୁଯାୟୀ ଆଜି ଅପରାହ୍ଣରେ ଡିବିଏଲ୍ ଠିକା ସଂସ୍ଥା ଦ୍ୱାରା ନିର୍ମାଣ ହେଉଥିବା ଏହି ବ୍ରିଜଟି କୌଣସି କାରଣ ବଶତଃ ଭୁଶୁଡି ପଡ଼ିଥିଲା । ନିମ୍ନମାନର କାମ ପାଇଁ  ବ୍ରିଜଟି ଭୁଶୁଡି ପଡିଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।

 

Leave A Reply

Your email address will not be published.

ବ୍ରେକିଂ