ସିଭିଲ ସର୍ଭିସ-୨୦୨୦ ରେଜଲ୍ଟ ପ୍ରକାଶ ପାଇଲା

ଭୁବନେଶ୍ୱର: ପ୍ରକାଶ ପାଇଲା ସିଭିଲ ସର୍ଭିସ ୨୦୨୦ ରେଜଲ୍ଟ । ଏଥିରେ ଶୁଭମ କୁମାର ଟପ୍ପର ହୋଇଥିବା ବେଳେ ଜାଗ୍ରତି ଅୱସ୍ତି ୨ୟ ଓ ଅଙ୍କିତା ଜୈନ ୩ୟ ସ୍ଥାନରେ ରହିଛନ୍ତି ।

୪୬ତମ ରାଙ୍କରେ ଓଡିଶାର ଜୁବିନ ମହାପାତ୍ର ରହିଛନ୍ତି । ଆଶିଷ କୁମାର ମିଶ୍ର ୫୨, ଶୁଭଙ୍କର ବଳ ୭୯, ରୀନା ପ୍ରଧାନ ୧୯୪, ପୂର୍ବି ନନ୍ଦ ୨୪୪, ନବଜ୍ୟୋତି ମିଶ୍ର ୩୯୫, ବବିତାରାଣୀ ସ୍ୱାଇଁ ୪୬୪, ଅଙ୍କିତ ମିଶ୍ର ୫୨୨, ସୁଧାଂଶୁ ନାୟକ ୬୨୦, ଜିତେନ୍ଦ୍ର କୁମାର ମିଶ୍ର ୬୫୮ ରାଙ୍କରେ ରହିଛନ୍ତି ।

Leave A Reply

Your email address will not be published.

ବ୍ରେକିଂ