ଆସନ୍ତାକାଲି ୧୦ ଜିଲ୍ଲାରେ ଟିକାକରଣ ବନ୍ଦ

ଭୁବନେଶ୍ଵର:  ଆସନ୍ତାକାଲି ରାଜ୍ୟର ୧୦ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିବ । ବାଲେଶ୍ଵର, ଢେଙ୍କାନାଳ, ଯାଜପୁର, କଳାହାଣ୍ଡି, କେନ୍ଦ୍ରାପଡା, କୋରାପୁଟ, ମାଲକାନଗିରି, ନୟାଗଡ, ନୂଆପଡା ଓ ସୋନପୁରରେ ଆସନ୍ତାକାଲି କୋଭିଡ୍ ଟିକାକରଣ ବନ୍ଦ ରହିବ । ପର୍ଯ୍ୟାପ୍ତ ପରିମାଣର ଟିକା ନଥିବାରୁ ଏହି ସବୁ ଜିଲ୍ଲାରେ ଟିକାକରଣ ବନ୍ଦ ରହିବ । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

ଏବେ ରାଜ୍ୟ ପାଖରେ କେନ୍ଦ୍ର କୋଟାରେ ୫୯,୯୨୦ ଡୋଜ୍ କୋଭିସିଲ୍ଡ ରହିଥିବା ବେଳେ ୩,୯୩,୦୧୦ ଡୋଜ୍ କୋଭାକ୍ସିନ୍ ରହିଛି ।

Leave A Reply

Your email address will not be published.

ବ୍ରେକିଂ