ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ବରଗଡ : ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଉମେଶ କୁମାର ସେଠଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ବାସ ଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ ଟିମ୍ ।

ଭିଜିଲାନ୍ସର ଏକ ଟିମ୍ ଉମେଶ କୁମାର ସେଠଙ୍କ ବରଗଡ ସ୍ଥିତ ବାସଭବନ, ବରପାଲି ଥାନା ଲାଉନସରା ଗ୍ରାମ ସ୍ଥିତ ବାସଭବନ, କେଲେଙ୍ଗାପାଲି ଗ୍ରାମପଞ୍ଚାୟତ ଅଫିସ ଏବଂ କେଶାଇପାଲି ପଞ୍ଚାୟତ ଅଫିସରେ ଚଢାଉ କରିଛି ।

Leave A Reply

Your email address will not be published.

ବ୍ରେକିଂ