୨ଏମ୍ ଏମ୍ କାଠରେ ଜଗନ୍ନାଥ ନିର୍ମାଣ କରି ରେକର୍ଡ

ବ୍ରହ୍ମପୁର : ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା ଆଉ ଏକ ସଫଳତା ଲାଭ କରିଛନ୍ତି। ୨ଏମ୍ ଏମ୍ କାଠରେ ଜଗନ୍ନାଥ ମୂର୍ତ୍ତି ନିର୍ମାଣ କରି ନିଜ ରେକର୍ଡକୁ ନିଜେ ଭାଙ୍ଗିଛନ୍ତି ସେ। ବିଶ୍ଵର ଛୋଟ ଜଗନ୍ନାଥ ମୂର୍ତ୍ତି ଗଢିଛନ୍ତି ଯାହାର ଉଚ୍ଚତା ମାତ୍ର ୨ ଏମ୍ ଏମ୍ । ପୂର୍ବରୁ ୧ ସେମିର ଜଗନ୍ନାଥଙ୍କ ମୂର୍ତ୍ତି କରି ଏସିଆ ବୁକ୍ ଅଫ୍ ରେକର୍ଡସ୍ ରେ ସ୍ଥାନ ପାଇଥିଲା।

ପୂର୍ବରୁ ଅନେକ କଳା କୃତି କରି ଅନେକ ରେକଡ୍ ଓ ସୁନାମ ଅର୍ଜନ କରିଛନ୍ତି । ୧ ଏମ୍ ଏମ୍ ର ରଥ ନିର୍ମାଣ କାର୍ଯ୍ୟ ବିରଳ କଳା କୃତି। ଜଗନ୍ନାଥ ଙ୍କ ଅପାର ମହିମା ଓ କୃପାରେ ଏସବୁ ସମ୍ଭବ ହୋଇ ପାରିଛି ବୋଲି ସତ୍ୟ କହିଛନ୍ତି।

Leave A Reply

Your email address will not be published.

ବ୍ରେକିଂ